ପ୍ରସନ୍ନ କୁମାର ପାଳ (୧୯୪୬ ଜନ୍ମ)

ଓଡ଼ିଆ ରାଜନୀତିଜ୍ଞ

ପ୍ରସନ୍ନ କୁମାର ପାଳ (୧୫ ମାର୍ଚ୍ଚ ୧୯୪୬ - ୨୨ ସେପ୍ଟେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରସନ୍ନ କୁମାର ପାଳ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଲୋକନାଥ ରାୟ
ପର ଅଧିକାରୀରାମ ପ୍ରସାଦ ମିଶ୍ର
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ, ମୁରଲୀଧର ପଣ୍ଡା
ପର ଅଧିକାରୀତପି ଜାଲ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-03-15)୧୫ ମାର୍ଚ୍ଚ ୧୯୪୬
ମୃତ୍ୟୁ୨୨ ସେପ୍ଟେମ୍ବର ୨୦୧୮(2018-09-22) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଶିବଶଙ୍କର ପାଳ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନ କରନ୍ତୁ

ପ୍ରସନ୍ନ କୁମାର ପାଳ ୧୯୪୬ ମସିହାର ମାର୍ଚ୍ଚ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବଶଙ୍କର ପାଳ ।[୨]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ପ୍ରସନ୍ନ କୁମାର ପାଳ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଭାରତୀୟ ଜାତୀୟ କଂଗ୍ରେସ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ଜନତା ଦଳ

ବିବାଦ ସମ୍ପାଦନ କରନ୍ତୁ

ପ୍ରସନ୍ନ କୁମାର ପାଳ ୧୯୭୪ ମସିହାର ଯୁବନେତା ତଥା ସାମ୍ବାଦିକ ପର୍ଶୁରାମ ଶତପଥୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିଲେ ।[୩][୪] ୨୦୧୫ ମସିହାରେ ସର୍ବୋଚ୍ଚ ନ୍ୟାୟଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।[୫][୬] ଏହି ହତ୍ୟାକାଣ୍ଡଟି ବଲାଙ୍ଗୀର ଜିଲ୍ଲାର ପ୍ରଥମ ରାଜନୈତିକ ହତ୍ୟା ଥିଲା ।[୭]

ମୃତ୍ୟୁ ସମ୍ପାଦନ କରନ୍ତୁ

ପ୍ରସନ୍ନ କୁମାର ପାଳ ୨୦୧୮ ମସିହାର ସେପ୍ଟେମ୍ବର ୨୨ ତାରିଖରେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ Pioneer, The. "Ex-K'banji MLA Pal passes away". The Pioneer (in ଇଂରାଜୀ). Retrieved 2021-10-08.
  2. ୨.୦ ୨.୧ "Shri Prasanna Pal". odishaassembly.nic.in. Odisha Assembly. Retrieved 8 October 2021.
  3. Correspondent (2015-05-06). "Justice delayed, not denied". The Hindu (in Indian English). ISSN 0971-751X. Retrieved 2021-10-08.
  4. "Justice at Last for Convicts Invloved in 1974 Murder Case". The New Indian Express. Retrieved 2021-10-08.
  5. "Surrender in 4 weeks, SC tells convicts in 41-yr old Odisha murder case | Sambad English" (in ଆମେରିକୀୟ ଇଂରାଜୀ). 2015-05-21. Retrieved 2021-10-08.
  6. Pioneer, The. "Parsuram murder: Another convict surrenders". The Pioneer (in ଇଂରାଜୀ). Retrieved 2021-10-08.
  7. "Odisha HC Awards Life Imprisonment to 9 in 41-Year-Old Murder Case". The New Indian Express. Retrieved 2021-10-08.