ଲୋକନାଥ ରାୟ
ଓଡ଼ିଆ ରାଜନୀତିଜ୍ଞ
ଲୋକନାଥ ରାୟ (୧୯ ମଇ ୧୯୩୧ - ୨୦ ଅଗଷ୍ଟ ୧୯୭୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲୋକନାଥ ରାୟ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ରାଜେନ୍ଦ୍ର ନାରାୟଣ ସିଂହ ଦେଓ |
ପର ଅଧିକାରୀ | ଅଚ୍ୟୁତାନନ୍ଦ ମହାନନ୍ଦ |
ନିର୍ବାଚନ ମଣ୍ଡଳୀ | କଣ୍ଟାବାଞ୍ଝି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ମଇ ୧୯୩୧ |
ମୃତ୍ୟୁ | ୨୦ ଅଗଷ୍ଟ ୧୯୭୭ | (ବୟସ ୪୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଅମୃତା ରାୟ |
ବାପା/ବୋଉ | ଗ୍ରେସନ ରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବା ଓ ଶିକ୍ଷା
ସମ୍ପାଦନାଲୋକନାଥ ରାୟ ୧୯୩୧ ମସିହାର ମଇ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗ୍ରେସନ ରାୟ ଓ ପତ୍ନୀଙ୍କ ନାମ ଅମୃତା ରାୟ।[୧]
ରାଜନୈତିକ ଜୀବନ
ସମ୍ପାଦନାଲୋକନାଥ ରାୟ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଲୋକନାଥ ରାୟ ୧୯୭୭ ମସିହାର ଅଗଷ୍ଟ ୨୦ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Lokanath Rai". odishaassembly.nic.in. Odisha Assembly. Retrieved 11 October 2021.