ସମାପାଜୁର ରଘୁ

୨୦୨୨ ଓଡ଼ିଆ କଥାଚିତ୍ର

ସମାପାଜୁର ରଘୁ, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଅଭିନେତା ମନୋଜ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ପ୍ରଣବ ରଥ । ଚିନ୍ମୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ସମାପାଜୁର ରଘୁ
ନିର୍ଦ୍ଦେଶକଚିନ୍ମୟ ମିଶ୍ର
ପ୍ରଯୋଜକମନୋଜ ମିଶ୍ର
ସଂଳାପପ୍ରଣବ ରଥ
ଚିତ୍ରନାଟ୍ୟଚିନ୍ମୟ ମିଶ୍ର
ମନୋଜ ମିଶ୍ର
କାହାଣୀଚିନ୍ମୟ ମିଶ୍ର
ମନୋଜ ମିଶ୍ର
କଳାକାରମନୋଜ ମିଶ୍ର
ସୂର୍ଯ୍ୟମୟୀ ମହାପାତ୍ର
ପାର୍ଥସାରଥୀ ରାୟ
ଦେବଯାନୀ
ରତନ ମେହେର
ସଙ୍ଗୀତସୁରୋଜ ପୁରୋହିତ
ବିଭୂତି ଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୩୦ ଜାନୁଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମନୋଜ ମିଶ୍ର ଓ ସୂର୍ଯ୍ୟମୟୀ ମହାପାତ୍ର । ପାର୍ଥସାରଥୀ ରାୟ, ଦେବଯାନୀ ଦେଘୁରିଆ, ମମତା ନନ୍ଦ, ଆସ୍ଥା, ରତନ ମେହେର, ଆଞ୍ଜେଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୦ ମସିହାର ଜାନୁଆରୀ ୩୦ ତାରିଖରେ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁରୋଜ ପୁରୋହିତ ଓ ବିଭୂତି ଭୂଷଣ ଗଡ଼ନାୟକ । ବିନୋଦ ପସାୟତ, ସତ୍ୟ ରଞ୍ଜନ ବଳ, ସ୍ଥିତା ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀତ ତ୍ରିପାଠୀ, ଅନନ୍ୟା ଶ୍ରୀତମ ନନ୍ଦ, ସର୍ବେଶ୍ୱର ଭୋଇ, ପଦ୍ମିନୀ ଦୋରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ମୁଁ ଦେହ ହେଲେ ଜୀବନ ତୁ"ସତ୍ୟ ରଞ୍ଜନ ବଳଅସୀତ ତ୍ରିପାଠୀ, ଅନନ୍ୟା ଶ୍ରୀତମ ନନ୍ଦ 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. BEHERA, PRAMOD (28 January 2022). "ଗାଁର ନିଛକ ପ୍ରେମକୁ ବାଣ୍ଟିବ 'ସମାପାଜୁର ରଘୁ'". OTV Khabar (in Odia). Archived from the original on 30 January 2022. Retrieved 30 January 2022.{{cite news}}: CS1 maint: unrecognized language (link)
  3. "ଆଜି 'ସମାପାଜୁର ରଘୁ'ର ୱାର୍ଲ୍ଡ ଟେଲିଭିଜନ୍‌ ପ୍ରିମିୟର୍‌, ସନ୍ଧ୍ୟା ସାଢ଼େ ୬ଟାରେ ଦେଖି ପାରିବେ ଦର୍ଶକ". Prameya. କଟକ. 30 January 2022. Archived from the original on 30 January 2022. Retrieved 30 January 2022.
  4. "ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର... - Dharitri". Dharitri Odia News. 23 January 2022. Archived from the original on 30 January 2022. Retrieved 30 January 2022.
  5. "Samaapajura Raghu". Odia Live (in English). 19 January 2022. Archived from the original on 22 January 2022. Retrieved 30 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା