ଗଡ଼ବଡ଼
୨୦୧୩ର ଓଡ଼ିଆ କଥାଚିତ୍ର
ଗଡ଼ବଡ଼, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ସାହୁ, ଶୁଭାଶିଷ ପତି । ଶୁଭାଶିଷ ପତି ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଗଡ଼ବଡ଼ | |
---|---|
ନିର୍ଦ୍ଦେଶକ | ଶୁଭାଶିଷ ପତି |
ପ୍ରଯୋଜକ | ଅଜିତ ସାହୁ, ଶୁଭାଶିଷ ପତି |
ସଂଳାପ | ଶୁଭାଶିଷ ପତି |
ଚିତ୍ରନାଟ୍ୟ | ଶୁଭାଶିଷ ପତି |
କାହାଣୀ | ଶୁଭାଶିଷ ପତି |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ ବ୍ରହ୍ମା, ପ୍ରିତୀରାଜ ସତପଥୀ, ପାର୍ଥ ସାରଥୀ, ଜୀନା ସାମଲ, ରାଗିଣୀ, ମୀନକେତନ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଆର୍. ଏନ୍. ସ୍ୱାମୀ |
ମୁକ୍ତିଲାଭ ତାରିଖ | ୨୬ ନଭେମ୍ବର ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ ବ୍ରହ୍ମା, ପ୍ରିତୀରାଜ ସତପଥୀ, ପାର୍ଥ ସାରଥୀ ରାୟ, ଜୀନା ସାମଲ, ରାଗିଣୀ, ମୋସୁମୀ ନାୟକ ।[୩] ମୀନକେତନ, ଦେବୁ ବୋଷ, ନମ୍ରତା ଦାସ, ଅନ୍ତର୍ଜାମୀ ପଣ୍ଡା, ପ୍ରଜ୍ଞା ଖଟୁଆ, ବାପି ରାୟ ଆଦି କଳାକରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଦେବଦାସ ଛୋଟରାୟ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଆଖି ତୋ କଥା କହୁଛି" | |
2. | "ଆମେ ଓଡ଼ିଆ ଭାରି ବଢ଼ିଆ" | |
3. | "ଗଡ଼ବଡ଼" | |
4. | "ହେ ଯେତେଥର" | |
5. | "ଯୋଉଠି ଥରେ" | |
6. | "ରଙ୍ଗବତୀ" |
ଆଧାର
ସମ୍ପାଦନା- ↑ "List of Odia Films released in 2013". eodisha.org. Archived from the original on 7 October 2017. Retrieved 4 October 2017.
- ↑ "ଆଜି ରିଲିଜ : ଓଡ଼ିଆ ସିନେମା 'ଗୁଡୁ ଆଣ୍ଡ୍ ଗୁଡି'". Olly Bolly. 23 February 2018. Retrieved 3 July 2018.[permanent dead link]
- ↑ ୩.୦ ୩.୧ PANDA, NAMITA (13 September 2012). "Actor returns with a bang". The Telegraph. Archived from the original on 3 July 2018. Retrieved 3 July 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗଡ଼ବଡ଼