ଫୋର୍

୨୦୨୨ ଓଡ଼ିଆ କଥାଚିତ୍ର

ଫୋର୍, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ଓ ରାମ ପଟ୍ଟନାୟକ । ଶ୍ରୀଭଶ୍ରୀ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଭିଶେକ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଫୋର୍
ନିର୍ଦ୍ଦେଶକଅଭିଶେକ ସ୍ୱାଇଁ
ପ୍ରଯୋଜକକୌଶିକ ଦାସ
ରାମ ପଟ୍ଟନୟକ
ଚିତ୍ରନାଟ୍ୟଅଭିଶେକ ସ୍ୱାଇଁ
କାହାଣୀଅଭିଶେକ ସ୍ୱାଇଁ
ଶୁଭଶ୍ରୀ ପଟ୍ଟନାୟକ
କଳାକାରପାର୍ଥସାରଥୀ ରାୟ
ସତ୍ୟ ରଞ୍ଜନ
ପ୍ରସନ୍ନଜିତ ମହାପାତ୍ର
ସ୍ୱସ୍ତିକ ଚୌଧୁରୀ
ରିୟା ରେଶମ ବରି
ସଙ୍ଗୀତକିସଲୟ ରାୟ
ଚିତ୍ରଗ୍ରହଣସୌମ୍ୟରାଜ ନାୟକ
ସମ୍ପାଦକବିଶ୍ୱଜିତ ପୈତଳ
ମୁକ୍ତିଲାଭ ତାରିଖ
୨୮ ଜାନୁଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ପାର୍ଥସାରଥୀ ରାୟ, ସତ୍ୟ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ରିୟା ରେଶମ ବରି, ଅଶ୍ୱିନୀ ରାୟ ମହାପାତ୍ର, ନିତ୍ୟ ପ୍ରକାଶ ସ୍ୱାଇଁ, କଳ୍କୀ କୃଷ୍ଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨୮ ତାରିଖରେ ଆଓ ଏନ୍ଏକ୍ସଟି ନାମକ ଏକ ଓଟିଟିରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

  • ପାର୍ଥସାରଥୀ ରାୟ
  • ସତ୍ୟ ରଞ୍ଜନ
  • ପ୍ରସନ୍ନଜିତ ମହାପାତ୍ର
  • ସ୍ୱସ୍ତିକ ଚୌଧୁରୀ
  • ରିୟା ରେଶମ ବରି
  • ଅଶ୍ୱିନୀ ରାୟ ମହାପାତ୍ର
  • ନିତ୍ୟ ପ୍ରକାଶ ସ୍ୱାଇଁ
  • କଳ୍କୀ କୃଷ୍ଣା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିସଲୟ ରାୟ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ବ୍ୟୁରୋ, ଓଡ଼ିଶା ସମ୍ବାଦ (20 November 2021). "୨୧ରେ ମୁକ୍ତିଲାଭ କରିବ ଓଡ଼ିଆ କ୍ରାଇମ୍‌ ଥ୍ରୀଲର 'ଫୋର୍‌'". Odisha Sambad. ଭୁବନେଶ୍ୱର. Archived from the original on 29 January 2022. Retrieved 29 January 2022.
  3. "Odia Crime Thriller 'Four' To Be Released On December 21". Odisha Bytes (in English). Bhubaneswar. 20 November 2021. Archived from the original on 29 January 2022. Retrieved 29 January 2022. {{cite news}}: |archive-date= / |archive-url= timestamp mismatch; 20 ନଭେମ୍ବର 2021 suggested (help)CS1 maint: unrecognized language (link)

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଫୋର୍