ପାପପୁଣ୍ୟ
୧୯୮୮ର ଓଡ଼ିଆ କଥାଚିତ୍ର
(ପାପ ପୁଣ୍ୟରୁ ଲେଉଟି ଆସିଛି)
ପାପ ପୁଣ୍ୟ, ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ ।[୨] ସଙ୍ଗୀତକାର ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ପାପ ପୁଣ୍ୟ | |
---|---|
ନିର୍ଦ୍ଦେଶକ | ସିଦ୍ଧାର୍ଥ |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ନରେନ୍ଦ୍ର ବେହେରା ଅନୀତା ଦାସ ତନ୍ଦ୍ରା ରାୟ ଅଜିତ ଦାସ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୮୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ନରେନ୍ଦ୍ର ବେହେରା ଅନୀତା ଦାସ ତନ୍ଦ୍ରା ରାୟ ଅଜିତ ଦାସ ପ୍ରେମାଞ୍ଜନ ପରିଡ଼ା ସଙ୍ଗୀତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ ୨.୦ ୨.୧ ୨.୨ "ଅନୀତା ଦାସଙ୍କ ଏହି ଇମେଜ୍କୁ ପସନ୍ଦ କରି ନ ଥିଲେ ଦର୍ଶକ , ଜାଣନ୍ତୁ କାରଣ". sambad.in. 25 May 2018. Retrieved 6 June 2018.
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପାପପୁଣ୍ୟ