ପାପପୁଣ୍ୟ

୧୯୮୮ର ଓଡ଼ିଆ କଥାଚିତ୍ର

ପାପ ପୁଣ୍ୟ, ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ ।[୨] ସଙ୍ଗୀତକାର ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପାପ ପୁଣ୍ୟ
ନିର୍ଦ୍ଦେଶକସିଦ୍ଧାର୍ଥ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ନରେନ୍ଦ୍ର ବେହେରା
ଅନୀତା ଦାସ
ତନ୍ଦ୍ରା ରାୟ
ଅଜିତ ଦାସ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ନରେନ୍ଦ୍ର ବେହେରା ଅନୀତା ଦାସ ତନ୍ଦ୍ରା ରାୟ ଅଜିତ ଦାସ ପ୍ରେମାଞ୍ଜନ ପରିଡ଼ା ସଙ୍ଗୀତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨]

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାର ସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. ୨.୦ ୨.୧ ୨.୨ "ଅନୀତା ଦାସଙ୍କ ଏହି ଇମେଜ୍‌କୁ ପସନ୍ଦ କରି ନ ଥିଲେ ଦର୍ଶକ , ଜାଣନ୍ତୁ କାରଣ". sambad.in. 25 May 2018. Retrieved 6 June 2018.
  3. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.

ବାହାର ଆଧାର ସମ୍ପାଦନ କରନ୍ତୁ