ପରଝିଅ ଘର ଭାଙ୍ଗେନା
୧୯୮୫ର ଓଡ଼ିଆ କଥାଚିତ୍ର
ପରଝିଅ ଘର ଭାଙ୍ଗେନା ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଭାଗିରଥି ଦାସଙ୍କ ସମନାମ ବିଶିଷ୍ଟ ଉପନ୍ୟାସ "ପରଝିଅ ଘର ଭାଙ୍ଗେନା"କୁ ନେଇ ତିଆରି ହୋଇଥିଲା ।[୧] ଅସୀମ ବସୁ ଏହି ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ଥିଲେ ।[୨]
ପରଝିଅ ଘର ଭାଙ୍ଗେନା | |
---|---|
ନିର୍ଦ୍ଦେଶକ | ରମେଶ ମହାନ୍ତି |
ପ୍ରଯୋଜକ | ରମେଶ ମହାନ୍ତି |
କାହାଣୀ | ଭାଗିରଥି ଦାସ |
କଳାକାର | ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସ୍ୱରୂପ ନାୟକ, ଶ୍ରାବଣୀ ରାୟ, ତନ୍ଦ୍ରା ରାୟ, ଜୟୀରାମ ସାମଲ |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେ ସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ପରଝିଅ ଘର ଭାଙ୍ଗେନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର ସମ୍ପାଦନ କରନ୍ତୁ
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୧୫/୧୧/୨୦୧୯ ପୃଷ୍ଠା ୯. Retrieved 15 November 2019.
- ↑ "ସ୍ମରଣୀୟ" (PDF). dharitriepaper.in/. ଧରିତ୍ରୀ. Retrieved 15 November 2019.
- ↑ "Female comedian Runu passes away". www.business-standard.com. business standard. Retrieved 15 November 2019.
- ↑ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପରଝିଅ ଘର ଭାଙ୍ଗେନା