ପକା କମ୍ବଳ ପୋତ ଛତା

୧୯୮୬ର ଓଡ଼ିଆ କଥାଚିତ୍ର

ପକା କମ୍ବଳ ପୋତ ଛତା, ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୨] ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପକା କମ୍ବଳ ପୋତ ଛତା
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକବସନ୍ତ ନାୟକ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଶ୍ରୀରାମ ପଣ୍ଡା
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ଜୟୀରାମ ସାମଲ
ନିହାରିକା ସାହୁ
ସଙ୍ଗୀତବାସୁଦେ ରଥ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୧୯୮୬
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ, ନିହାରିକା ସାହୁ, ଅନଙ୍ଗ ଦ୍ୱିବେଦୀ, ମଣ୍ଟୁ, ପୃଥ୍ୱୀରାଜ ନାୟକ, ରାଧା ପଣ୍ଡା, ରୁକ୍ମଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  3. ୩.୦ ୩.୧ "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 13 October 2020. Retrieved 24 August 2018.
  4. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.
  5. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
  6. "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.

ବାହାର ଆଧାର ସମ୍ପାଦନା