ରାଜେନ୍ଦ୍ର ଢୋଲକିଆ
ଓଡ଼ିଆ ରାଜନୀତିଜ୍ଞ
ରାଜେନ୍ଦ୍ର ଢୋଲକିଆ (ଜନ୍ମ: ୨୦ ନଭେମ୍ବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଜେନ୍ଦ୍ର ଢୋଲକିଆ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ବସନ୍ତ କୁମାର ପଣ୍ଡା |
ନିର୍ବାଚନ ମଣ୍ଡଳୀ | ନୂଆପଡ଼ା |
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୧୪ | |
ପୂର୍ବ ଅଧିକାରୀ | ବସନ୍ତ କୁମାର ପଣ୍ଡା |
ପର ଅଧିକାରୀ | ବସନ୍ତ କୁମାର ପଣ୍ଡା |
ନିର୍ବାଚନ ମଣ୍ଡଳୀ | ନୂଆପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ନଭେମ୍ବର ୧୯୫୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କଳ୍ପନା ଢୋଲକିଆ |
ବାପା/ବୋଉ | ରସିକଲାଲ ଢୋଲକିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାରାଜେନ୍ଦ୍ର ଢୋଲକିଆ ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକଲାଲ ଢୋଲକିଆ ଓ ପତ୍ନୀଙ୍କ ନାମ କଳ୍ପନା ଢୋଲକିଆ ।[୧]
ରାଜନୈତିକ ଜୀବନ
ସମ୍ପାଦନାରାଜେନ୍ଦ୍ର ଢୋଲକିଆ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ସ୍ୱାଧୀନ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ବିଜୁ ଜନତା ଦଳ |
୨୦୧୯ | ଏବେଯାଏଁ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ବିଜୁ ଜନତା ଦଳ |
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Rajendra Dholakia". odishaassembly.nic.in. Odisha Assembly. Retrieved 22 June 2021.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Rajendra Dholakia-ସମ୍ପର୍କିତ ମିଡ଼ିଆ