ଦେଲେ ଧରା କଥା ସରେ

୨୦୧୬ର ଓଡ଼ିଆ କଥାଚିତ୍ର

ଦେଲେ ଧରା କଥା ସରେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ।[୨] ଶୈଳେନ୍ଦ୍ର ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରିଥିଲେ ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।[୪]

ଦେଲେ ଧରା କଥା ସରେ
ନିର୍ଦ୍ଦେଶକଶ୍ରୈଳେନ୍ଦ୍ର ମିଶ୍ର
ପ୍ରଯୋଜକପଙ୍କଜ ରାଉତ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଶୈଳେନ୍ଦ୍ର ମିଶ୍ର
କାହାଣୀରଜନୀ ରଞ୍ଜନ[୧]
କଳାକାରଜ୍ୟୋତି ରଞ୍ଜନ ନାୟକ
ମାଳବିକା ବାନାର୍ଜୀ
ଅଜିତ ଦାସ
ମହାଶ୍ୱେତା ରାୟ
ମୀନକେତନ
ବବି ମିଶ୍ର
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ନଭେମ୍ବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଜ୍ୟୋତିରଞ୍ଜନ[୫] ଏବଂ ନାୟିକା ମାଳବିକା ବାନାର୍ଜୀ ।[୬] ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ[୭], ବବି ମିଶ୍ର[୮], ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।।[୩] ଚଳଚ୍ଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ ଏବଂ ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୬] ଅସୀମା ପଣ୍ଡା, କୁମାର ବାପି ପ୍ରମୁଖ ଏହି ଚଳଚ୍ଚିତ୍ରର କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଦେଲେ ଧରା କଥା ସରେ"କୁମାର ବାପି, ଅସୀମା ପଣ୍ଡା 
2."ଟୁନ୍ ଟୁନ୍ ଟୁନା ଟୁନା"  
3."ଟୁପୁରୁ ଟୁପୁରୁ ପଡ଼େ"  
4."ତୋ ଭିତରେ ମୁଁ"  
5."ତେରା ଇସ୍କ ବଡ଼ ବେଇମାନ ହୈ"  
6."ଆରେ ସାଥୀ ଆ"କୁମାର ବାପି, ଅସୀମା ପଣ୍ଡା 

ଆଧାର ସମ୍ପାଦନା

  1. ୧.୦ ୧.୧ "୧୧ରେ 'ଦେଲେ ଧରା କଥା ସରେ'". ସମ୍ବାଦ. 6 November 2016. Archived from the original on 29 July 2017. Retrieved 26 July 2017.
  2. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
  3. ୩.୦ ୩.୧ "ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
  4. "Dele Dhara Katha Sare". Odia Movie Database. Archived from the original on 30 July 2017. Retrieved 26 July 2017.
  5. "ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
  6. ୬.୦ ୬.୧ "ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
  7. "ମୀନକେତନଙ୍କୁ ପୁଣି ଦେଖିବେ ବଡ଼ ପରଦାରେ". Times of Odisha. 8 July 2017. Retrieved 26 July 2017.[permanent dead link]
  8. "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 ସେପ୍ଟେମ୍ବର 2016. Retrieved 26 July 2017.
  9. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  10. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  11. "ମାଳବିକାଙ୍କ ଲେଉଟାଣି". ସକାଳ. 17 July 2022. p. 15. Archived from the original on 18 July 2022. Retrieved 18 July 2022.
  12. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.

ବାହାର ଆଧାର ସମ୍ପାଦନା