ତୋ ବିନା ଭଲ ଲାଗେନା

୨୦୦୮ର ଓଡ଼ିଆ କଥାଚିତ୍ର

ତୋ ବିନା ଭଲ ଲାଗେନା, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ପ୍ରକାଶ ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ତୋ ବିନା ଭଲ ଲାଗେନା
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକପ୍ରଶାନ୍ତ ଜେନା
ସଂଳାପପ୍ରକାଶ ବରାଳ
ଚିତ୍ରନାଟ୍ୟଜ୍ୟୋତି ଦାସ
କାହାଣୀପ୍ରଶାନ୍ତ ଜେନା
କଳାକାରସବ୍ୟସାଚୀ ମିଶ୍ର, ରୂପାଲି ବିହାର, ପୁପିନ୍ଦର ସିଂହ, ପ୍ରଭାସ ଆଚାର୍ଯ୍ୟ, ଅନିତା ଦାସ, ମିହିର ଦାସ, ମୀନକେତନ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣମାଗି ନାଗେଶ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ରୂପାଲି ବିହାର ଓ ପୁପିନ୍ଦର ସିଂହ[୩][୪][୧] ପ୍ରଭାସ ଆଚାର୍ଯ୍ୟ, ଅନିତା ଦାସ, ମିହିର ଦାସ, ମୀନକେତନ, ପିଣ୍ଟୁ ନନ୍ଦ, ସାହେବ ସିଂହ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୧]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ପ୍ରେମ ପ୍ରେମ" 
2."ତୋ ବିନା ଭଲ ଲାଗେନା" 
3."ଯିଏ ଛାଇ ପରିକା" 
4."ଗଜରା ତୋ ବାସୁଥାଉ" 
5."ମନ‌କୁ କ‌ହି" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ "ରିଲିଜ୍‌ ଅପେକ୍ଷାରେ 'ତୋ ବିନା ଭଲ ଲାଗେନା'". odisha.com. 4 June 2008. Retrieved 11 January 2018.
  2. "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 14 September 2018. Retrieved 14 September 2018.
  3. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  4. "ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!". sambad.in. 28 September 2017. Retrieved 11 January 2018.
  5. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 October 2018. Retrieved 23 October 2018.{{cite news}}: CS1 maint: unrecognized language (link)
  6. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  7. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  8. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.

ବାହାର ଆଧାରସମ୍ପାଦନ କରନ୍ତୁ