ଅବତାର ସିଂ (ଇଂରାଜୀ :Avtar Singh) (ଜନ୍ମ: ୦୩ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଜୁଡୋର ଖେଳାଳୀ ଅଟନ୍ତି । ସେ 2016 ଗ୍ରୀଷ୍ମକାଳୀନ ଓଲିଓମ୍ପିକରେ କ୍ୱାଲିଫାଏ କରିଥିଲେ , ଯାହା ବ୍ରାଜିଲର ରିଓ ଦି ଜେନେରିଓରେ ଆୟୋଜିତ କରାଯାଇଥିଲା ।

ଅବତାର ସିଂ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1992-04-03) ୩ ଅପ୍ରେଲ ୧୯୯୨ (ବୟସ ୩୨)
ଗୁରୁଦାସ ପୁର, ପଞ୍ଜାବ
ଉଚ୍ଚତା1.94 metres (6.4 ft)[୧]
ଓଜନ90 kilograms (200 lb)[୧]
Sport
କ୍ରୀଡ଼ାଜୁଡୋ
Event(s)ପୁରୁଷ ୯୦ କିଲୋଗ୍ରାମ
Updated on १४ अगस्त २०१६.

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅବତାର ସିଂଙ୍କ ଜନ୍ମ ୦୩ ଏପ୍ରିଲ ୧୯୯୨ ମସିହାରେ ଭାରତୀୟ ରାଜ୍ୟ ପଞ୍ଜାବର ଗୁରଦାସ ପୁର ଜିଲ୍ଲାରେ ହୋଇଥିଲା ।[୧] ସେ କୋଠେ ଘୁରାଲ ଗ୍ରାମରେ ବଢ଼ିଛନ୍ତି ଏବଂ ମାତା-ପିତାଙ୍କୁ କ୍ଷେତ ବାଡ଼ିରେ ସାହାଯ୍ୟ କରୁଥିଲେ ।[୨] ସେ ପଞ୍ଜାବ ପୁଲିସରେ ସହାୟକ ଉପ-ନିରୀକ୍ଷକ ରୂପେ କାର୍ଯ୍ୟରତ ଅଟନ୍ତି ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Avtar Singh Biography". Official website of the Glasgow 2014 Commonwealth Games. Retrieved 14 ଅଗଷ୍ଟ 2016.
  2. Judge, Shahid (19 May 2016). "Where others doubted Avtar Singh backs himself, wins Rio Olympics 2016 judo quota". ଦି ଇଣ୍ଡିଆନ ଏକ୍ସପ୍ରେସ. Retrieved 26 May 2016.
  3. Kamal, Kamaljit Singh (19 May 2016). "Gurdaspur judoka Avtar makes it to Rio Olympics 2016". ହିନ୍ଦୁସ୍ତାନ ଟାଇମ୍ସ. Retrieved 26 May 2016.