ଅବତାର ସିଂ
ଅବତାର ସିଂ (ଇଂରାଜୀ :Avtar Singh) (ଜନ୍ମ: ୦୩ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଜୁଡୋର ଖେଳାଳୀ ଅଟନ୍ତି । ସେ 2016 ଗ୍ରୀଷ୍ମକାଳୀନ ଓଲିଓମ୍ପିକରେ କ୍ୱାଲିଫାଏ କରିଥିଲେ , ଯାହା ବ୍ରାଜିଲର ରିଓ ଦି ଜେନେରିଓରେ ଆୟୋଜିତ କରାଯାଇଥିଲା ।
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | ଗୁରୁଦାସ ପୁର, ପଞ୍ଜାବ | ୩ ଅପ୍ରେଲ ୧୯୯୨
ଉଚ୍ଚତା | 1.94 metres (6.4 ft)[୧] |
ଓଜନ | 90 kilograms (200 lb)[୧] |
Sport | |
କ୍ରୀଡ଼ା | ଜୁଡୋ |
Event(s) | ପୁରୁଷ ୯୦ କିଲୋଗ୍ରାମ |
Updated on १४ अगस्त २०१६. |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅବତାର ସିଂଙ୍କ ଜନ୍ମ ୦୩ ଏପ୍ରିଲ ୧୯୯୨ ମସିହାରେ ଭାରତୀୟ ରାଜ୍ୟ ପଞ୍ଜାବର ଗୁରଦାସ ପୁର ଜିଲ୍ଲାରେ ହୋଇଥିଲା ।[୧] ସେ କୋଠେ ଘୁରାଲ ଗ୍ରାମରେ ବଢ଼ିଛନ୍ତି ଏବଂ ମାତା-ପିତାଙ୍କୁ କ୍ଷେତ ବାଡ଼ିରେ ସାହାଯ୍ୟ କରୁଥିଲେ ।[୨] ସେ ପଞ୍ଜାବ ପୁଲିସରେ ସହାୟକ ଉପ-ନିରୀକ୍ଷକ ରୂପେ କାର୍ଯ୍ୟରତ ଅଟନ୍ତି ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Avtar Singh Biography". Official website of the Glasgow 2014 Commonwealth Games. Retrieved 14 ଅଗଷ୍ଟ 2016.
- ↑ Judge, Shahid (19 May 2016). "Where others doubted Avtar Singh backs himself, wins Rio Olympics 2016 judo quota". ଦି ଇଣ୍ଡିଆନ ଏକ୍ସପ୍ରେସ. Retrieved 26 May 2016.
- ↑ Kamal, Kamaljit Singh (19 May 2016). "Gurdaspur judoka Avtar makes it to Rio Olympics 2016". ହିନ୍ଦୁସ୍ତାନ ଟାଇମ୍ସ. Retrieved 26 May 2016.