ତୁ ଥିଲେ ମୋ ଡର କାହାକୁ

୨୦୧୦ର ଓଡ଼ିଆ କଥାଚିତ୍ର

ତୁ ଥିଲେ ମୋ ଡର କାହାକୁ, ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଜିତ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦିଲ୍ଲ୍ଲିପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[]

ତୁ ଥିଲେ ମୋ ଡର କାହାକୁ
ନିର୍ଦ୍ଦେଶକଦିଲିପ ପଣ୍ଡା
ପ୍ରଯୋଜକଅଜିତ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟଦିଲିପ ପଣ୍ଡା
କାହାଣୀଅଜିତ ମିଶ୍ର
କଳାକାରବୁଦ୍ଧାଦିତ୍ୟ, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ମହାଶ୍ୱେତା ରାୟ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଦିଲିପ ପଣ୍ଡା
ମୁକ୍ତିଲାଭ ତାରିଖ
୭ ଜାନୁଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଦ୍ରଷ୍ଟବ୍ୟ

ସମ୍ପାଦନା
  1. "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.{{cite news}}: CS1 maint: unrecognized language (link)
  2. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
  3. "ଚର୍ଚ୍ଚାରେ ରାଇ". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
  4. "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.