ତୁ ଥିଲେ ମୋ ଡର କାହାକୁ

୨୦୧୦ର ଓଡ଼ିଆ କଥାଚିତ୍ର

ତୁ ଥିଲେ ମୋ ଡର କାହାକୁ, ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଜିତ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦିଲ୍ଲ୍ଲିପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୧]

ତୁ ଥିଲେ ମୋ ଡର କାହାକୁ
ନିର୍ଦ୍ଦେଶକଦିଲିପ ପଣ୍ଡା
ପ୍ରଯୋଜକଅଜିତ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟଦିଲିପ ପଣ୍ଡା
କାହାଣୀଅଜିତ ମିଶ୍ର
କଳାକାରବୁଦ୍ଧାଦିତ୍ୟ, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ମହାଶ୍ୱେତା ରାୟ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଦିଲିପ ପଣ୍ଡା
ମୁକ୍ତିଲାଭ ତାରିଖ
୭ ଜାନୁଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ ସମ୍ପାଦନ କରନ୍ତୁ

ଦ୍ରଷ୍ଟବ୍ୟ ସମ୍ପାଦନ କରନ୍ତୁ

  1. "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  2. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
  3. "ଚର୍ଚ୍ଚାରେ ରାଇ". ସମାଜ ରବିବାର. 24 June 2018. Retrieved 27 June 2018.
  4. "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.