ଡାବୁଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଡାବୁଗାଁ (କ୍ରମିକ ସଂଖ୍ୟା: ୭୬) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଡାବୁଗାଁ ବ୍ଳକ, ପାପଡ଼ାହାଣ୍ଡି ବ୍ଳକ ଓ କୋଷାଗୁମୁଡ଼ା ବ୍ଳକର କିଛି ଅଞ୍ଚଳ ।[୨][୩]

ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୮,୦୨୫
ଜିଲ୍ଲା: ନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ମୋତିରାମ ନାୟକଙ୍କଠାରୁ ୬୦୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ମୋତିରାମ ନାୟକଙ୍କଠାରୁ ୭,୩୭୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଡାବୁଗାଁ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଭୁଜବଳ ମାଝି ୪୪,୭୨୩ ୩୭.୩୦ -
ବିଜଦ ମୋତିରାମ ନାୟକ ୩୭,୩୪୯ ୩୧.୧୫ -
ଭାଜପା ମୋହନ ମାଝି ୨୫,୫୪୩ ୧୮.୮୦ -
ସମୃଦ୍ଧ ଓଡ଼ିଶା ମଙ୍ଗଳ ଚରଣ ନାଏକ ୯,୭୭୩ ୮.୧୫ -
ବସପା ଭାସ୍କର ମାଝି ୫,୫୧୯ ୪.୬୦ -
ଭୋଟ ବ୍ୟବଧାନ ୭,୩୭୪ ୬.୧୫* -
ମତଦାନ ହାର ୧,୧୯,୯୦୯ ୭୨.୩୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Dabugam Assembly Election 2009, Orissa". empoweringindia.org. Retrieved 16 June 2013. Constituency: Dabugam (76) District : Nabarangpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 7374
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 92-Dabugam Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf