ଡହରା ଟୋକା
୨୦୨୦ ଓଡ଼ିଆ କଥାଚିତ୍ର
ଡହରା ଟୋକା ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଦେବୁ ପଟ୍ଟନାୟକ ଓ ଶ୍ରୀତମ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଡହରା ଟୋକା | |
---|---|
ନିର୍ଦ୍ଦେଶକ | ଦେବୁ ପଟ୍ଟନାୟକ ଶ୍ରୀତମ ଦାସ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
କଳାକାର | ଲିପ୍ସା ଦାସ ବବି ମିଶ୍ର |
ସଙ୍ଗୀତ | ମହମ୍ମଦ ମୁସୀର |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ମୁକ୍ତିଲାଭ ତାରିଖ | ୯ ଫେବୃଆରୀ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲିପ୍ସା ମିଶ୍ର, ବବି ମିଶ୍ର, ପ୍ରିୟଙ୍କା ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
- ↑ "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଡହରା ଟୋକା