ଟାଇଗର (ଓଡ଼ିଆ ଚଳଚ୍ଚିତ୍ର)
ଟାଇଗର, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ମୁକେଶ କପୁର ଏବଂ ରମେଶ ବାରିକ । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ସରୋଜ କପୁର, ମୁକେଶ କପୁର ଏବଂ ଦିପ୍ତି ବାରିକ । ସଳଚ୍ଚିତ୍ରର ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ନିର୍ଦ୍ଦେଶକ ଦିଲ୍ଲିପ ପଣ୍ଡା ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ । ଗୀତିକାର ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ଦେବୀଦତ୍ତ ମହାନ୍ତି ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ତପୁ ମିଶ୍ର, ଗୁଡଲି ରଥ, ବିଷ୍ଣୁମୋହନ କବି, ନଭ୍ୟା, ଆର୍. ଏସ୍. କୁମାର, ସୋହିନି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୧]
ଟାଇଗର | |
---|---|
ନିର୍ଦ୍ଦେଶକ | ଦିଲ୍ଲିପ ପଣ୍ଡା |
ପ୍ରଯୋଜକ | ମୁକେଶ କପୁର, ରମେଶ ବାରିକ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଦିଲ୍ଲିପ ପଣ୍ଡା |
କାହାଣୀ | ସରୋଜ କପୁର, ମୁକେଶ କପୁର, ଦିପ୍ତି ବାରିକ |
କଳାକାର | ଅମ୍ଳାନ, ଦୀପିକା, ବିଜୟ ମହାନ୍ତି,ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଅନିତା ଦାସ, ବାବୁ ପ୍ରଧାନ, ମୀନକେତନ |
ସଙ୍ଗୀତ | ଗୁଡଲି ରଥ |
ଚିତ୍ରଗ୍ରହଣ | ପ୍ରସାଦ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦ ମଇ ୨୦୧୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଏବଂ ନାୟିକା ଦୀପିକା ।[୨] ସ୍ମୃତି ସିହ୍ନା, ବିଜୟ ମହାନ୍ତି, ସରୋଜ ଦାସ, ଭୁପତି ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଅନିତା ଦାସ, ବାବୁ ପ୍ରଧାନ, ପ୍ରତିଭା ପଣ୍ଡା, ମୀନକେତନ, ଶ୍ରାବଣୀ, ଅଂଶୁମାନ, ସୁଜାତା, ଅବଦେଶ ମିଶ୍ର, ଆୟୁଶ ଖାନ, ସୁଇଟ୍ ଛବରା, ପିଙ୍କି ପ୍ରଭୃତି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅମ୍ଳାନ ଦାସ
- ଦୀପିକା* ଦୀପିକା[୩]
- ସ୍ମୃତି ସିହ୍ନା
- ବିଜୟ ମହାନ୍ତି
- ସରୋଜ ଦାସ
- ଭୁପତି ତ୍ରିପାଠୀ
- ପ୍ରଦ୍ୟୁମ୍ନ ଲେଙ୍କା
- ସଲିଲ ମିତ୍ର
- ଅନିତା ଦାସ
- ବାବୁ ପ୍ରଧାନ
- ପ୍ରତିଭା ପଣ୍ଡା
- ମୀନକେତନ
- ଶ୍ରାବଣୀ
- ଅଂଶୁମାନ
- ସୁଜାତା
- ଅବଦେଶ ମିଶ୍ର
- ଆୟୁଶ ଖାନ
- ସୁଇଟ୍ ଛବରା
- ପିଙ୍କି
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲି ରଥ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଗୀତିକାର ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ ଏବଂ ଦେବୀଦତ୍ତ ମହାନ୍ତି । ତପୁ ମିଶ୍ର, ଗୁଡଲି ରଥ, ବିଷ୍ଣୁମୋହନ କବି, ନଭ୍ୟା, ଅସୀମା ପଣ୍ଡା, ଆର୍. ଏସ୍. କୁମାର, ସୋହିନି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଉପ୍ସ୍ ବାଲି" | ||
2. | "ସାତ ଚକୁଳି" | ଅସୀମା ପଣ୍ଡା | |
3. | "ମେଡ୍ ଇନ୍ ଓଡ଼ିଶା" | ଗୁଡଲି ରଥ, ସୋହିନି ମିଶ୍ର | |
4. | "ତୋ ଆଖିର ମିଠା ବର୍ଷା" | ବିଷ୍ଣୁମୋହନ କବି, ତପୁ ମିଶ୍ର | |
5. | "ଭାବିଥିଲି ହାଏରେ" | ଆର୍. ଏସ୍. କୁମାର, ତପୁ ମିଶ୍ର |
ଆଧାରସମ୍ପାଦନ କରନ୍ତୁ
- ↑ "Tiger". Odia Movie Database. Retrieved 5 August 2017.
- ↑ "ଟାଇଗର ହେବେ ଅମ୍ଲାନ". କନକ ନ୍ୟୁଜ. 22 April 2016. Retrieved 5 August 2017.
- ↑ "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଟାଇଗର ଇଣ୍ଟରନେଟ ମୁଭି ଡାଟାବେସରେ