ଝିଅଟି ସୀତା ପରି
୧୯୮୩ର ଓଡ଼ିଆ କଥାଚିତ୍ର
ବିଧୁଭୁଷଣ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଝିଅଟି ସୀତା ପରି [୧] ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।
ଝିଅଟି ସୀତା ପରି | |
---|---|
ନିର୍ଦ୍ଦେଶକ | ବିଧୁଭୁଷଣ ନନ୍ଦ |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଜୟୀରାମ ସାମଲ |
ସଙ୍ଗୀତ | ସରୋଜ ପଟ୍ଟନୟକ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୫ଲକ୍ଷ ୬୦ହଜାର ଟଙ୍କା |
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ପ୍ରଣବ ପଟ୍ଟନାୟକ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଝିଅଟି ସୀତା ପରି
- ↑ "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.
{{cite news}}
: CS1 maint: unrecognized language (link) - ↑ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.