ଚୁପ୍ ଚୁପ୍ ଚୋରି ଚୋରି
ଚୁପ ଚୁପ ଚୋରି ଚୋରି, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ରୱାଲ । ଏହି ଚଳଚ୍ଚିତ୍ରଟି ସାର୍ଥକ ସିନେ ପ୍ରଡକ୍ସନର ୧୭ତମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଚଳଚ୍ଚିତ୍ରଟିର ସଂଳାପ ଏବଂ ଗୀତଗୁଡ଼ିକର ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ମନ୍ମଥ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]
ଚୁପ ଚୁପ ଚୋରି ଚୋରି | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ସଂଳାପ | ଶ୍ରୀକାନ୍ତ ଗୌତମ |
କଳାକାର | ଅଭିଷେକ ରଥ, ରିୟା ଦେ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ହରିହର ମହାପାତ୍ର |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୧୮ ମାର୍ଚ୍ଚ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅଭିଷେକ ରଥ ଏବଂ ନାୟିକା ରିୟା ଦେ[୨] । ରିୟା ପ୍ରଥମ ଥର ପାଇଁ ଅଭିଷେକଙ୍କ ସହ ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।[୩] ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ସୌରିନ ଭଟ୍ଟ, ନିବେଦିତା ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାAll lyrics written by ଶ୍ରୀକାନ୍ତ ଗୌତମ.
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଚୁପ ଚୁପ ଚୋରି ଚୋରି" | ନିବେଦିତା, ସୌରିନ ଭଟ୍ଟ | ୦୪:୨୨ |
2. | "ଶ୍ରାବଣୀ ତୁ ମୋ ପାଇଁ" | ୦୫:୪୩ | |
3. | "ତୋ ରୂପରେ କି ଯାଦୁ" | ୦୫:୦୦ | |
4. | "ଭଲ ପାଏ ବୋଲି" | ୦୪:୫୯ | |
5. | "ଝରାନା ଝରାନା ଲୁହ" | ୦୪:୪୦ | |
6. | "ମାଳ ମାଳ ମେଘରେ" | ୦୨:୩୬ |
ଆଧାର
ସମ୍ପାଦନା- ↑ "Chup Chup Chori Chori". Odia Movie Database. Archived from the original on 6 August 2017. Retrieved 3 August 2017.
- ↑ "ଓଲିଉଡର ହଟ୍ ନାୟିକା ରୀୟା ଏବେ କେଉଁଠି?". ସମ୍ବାଦ. 5 Novemer 2016. Retrieved 3 August 2017.
{{cite news}}
: Check date values in:|date=
(help)[permanent dead link] - ↑ "ଫେରିପାଇଥିଲେ ପୁରୁଣା ପ୍ରେମିକଙ୍କୁ ଏଇ ଓଲିଉଡ୍ ନାୟିକା". ସମ୍ବାଦ. 21 December 2016. Archived from the original on 23 December 2016. Retrieved 3 August 2017.
- ↑ "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
- ↑ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.