ସହରାଇ ଓରାମ

ଓଡ଼ିଆ ରାଜନୀତିଜ୍ଞ

ସହରାଇ ଓରାମ (ଜନ୍ମ: ୮ ଜାନୁଆରୀ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସହରାଇ ଓଡ଼ିଶା ରାଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ପାଞ୍ଚଥର କାର୍ଯ୍ୟ କରିଛନ୍ତି । ୧୯୭୧, ୧୯୭୭, ୧୯୮୦, ୧୯୯୦ ଓ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ, ୮ମ, ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ସହରାଇ ଓରାମ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀକ୍ଷେତ୍ର ମୋହନ ନାୟକ
ପର ଅଧିକାରୀଗୁରୁ ଚରଣ ନାଏକ
ନିର୍ବାଚନ ମଣ୍ଡଳୀଚମ୍ପୁଆ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଗୁରୁ ଚରଣ ନାଏକ
ପର ଅଧିକାରୀଧନୁର୍ଜୟ ଲାଗୁରୀ
ନିର୍ବାଚନ ମଣ୍ଡଳୀଚମ୍ପୁଆ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଧନୁର୍ଜୟ ଲାଗୁରୀ
ପର ଅଧିକାରୀଧନୁର୍ଜୟ ଲାଗୁରୀ
ନିର୍ବାଚନ ମଣ୍ଡଳୀଚମ୍ପୁଆ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଧନୁର୍ଜୟ ଲାଗୁରୀ
ପର ଅଧିକାରୀଧନୁର୍ଜୟ ସିଦୁ
ନିର୍ବାଚନ ମଣ୍ଡଳୀଚମ୍ପୁଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1942-01-08) ୮ ଜାନୁଆରୀ ୧୯୪୨ (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଜନତା ପାର୍ଟି
ଜୀବନ ସାଥୀଶାନ୍ତିଲତା ଓରାମ
ସନ୍ତାନ୨ ପୁଅ
ବାପା/ବୋଉକହ୍ନାଇ ଓରାମ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ସହରାଇ ଓରାମ ୧୯୪୨ ମସିହାର ଜାନୁଆରୀ ମାସ ୮ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କହ୍ନାଇ ଓରାମ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ଶାନ୍ତିଲତା ଓରାମ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Saharai Oram". odishaassembly.nic.in. Odisha Assembly. Retrieved 8 August 2019.