କ୍ଷେତ୍ର ମୋହନ ନାୟକ

ଓଡ଼ିଆ ରାଜନୀତିଜ୍ଞ

କ୍ଷେତ୍ର ମୋହନ ନାୟକ (୧୭ ନଭେମ୍ବର ୧୯୨୧ - ୯ ଅକ୍ଟୋବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କ୍ଷେତ୍ର ମୋହନ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

କ୍ଷେତ୍ର ମୋହନ ନାୟକ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଗୁରୁ ଚରଣ ନାୟକ
ପର ଅଧିକାରୀସହରାଇ ଓରାମ
ନିର୍ବାଚନ ମଣ୍ଡଳୀଚମ୍ପୁଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-11-17)ନଭେମ୍ବର ୧୭, ୧୯୨୧
ମୃତ୍ୟୁ୯ ଅକ୍ଟୋବର ୨୦୧୧(2011-10-09) (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଜେମାମଣି ଦେବୀ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉଭାବଗ୍ରାହୀ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

କ୍ଷେତ୍ର ମୋହନ ନାୟକ ୧୯୨୧ ମସିହାର ନଭେମ୍ବର ମାସ ୧୭ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଭାବଗ୍ରାହୀ ନାୟକ ।[୧] ତାଙ୍କ ପତ୍ନୀଙ୍କ ନାମ ଜେମାମଣି ଦେବୀ ।

ରାଜନୈତିକ ଜୀବନ ସମ୍ପାଦନା

କ୍ଷେତ୍ର ମୋହନ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କ୍ଷେତ୍ର ମୋହନ ୨୦୧୧ ମସିହା ଅକ୍ଟୋବର ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Late Kshetra Mohan Nayak". odishaassembly.nic.in. Odisha Assembly. Retrieved 2 August 2019.
  2. "ଚମ୍ପୁଆର ପୂର୍ବତନ ବିଧାୟକଙ୍କ ପରଲୋକ". dharitri.com/e-Paper. Retrieved 10 February 2021.