ସାବରମତୀ ଆଶ୍ରମ, ଭାରତର ପଶ୍ଚିମଭାଗରେ ଅବସ୍ଥିତ ଗୁଜରାଟରାଜ୍ୟର ଅହମଦାବାଦ ଜିଲ୍ଲାର ସାବରମତୀ ନଦୀ କୂଳରେ ଅବସ୍ଥିତ ଏକ ଐତିହାସିକ ଆଶ୍ରମ । ସତ୍ୟାଗ୍ରହ ଆଶ୍ରମ ନାମରେ ପ୍ରସିଦ୍ଧ ଏହି ଆଶ୍ରମର ସ୍ଥାପନା ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଅହମଦାବାଦର ପାଲଡିସ୍ଥିତ କୋଚରବ ଆଶ୍ରମଠାରେ ସ୍ଥାପିତ ହୋଇଥିଲା। ୧୯୫୭ ମସିହାରେ ବର୍ତ୍ତମାନସ୍ଥିତ ସାବରମତୀ ନଦୀ କୂଳକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସାବରମତୀ ଆଶ୍ରମ
ସାବରମତୀ ଆଶ୍ରମ, ଅହମଦାବାଦ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନସାବରମତୀ, ଅହମଦାବାଦ
Stateଗୁଜରାତ
Countryଭାରତ
Architecture
Architect(s)Charles Correa

ଇତିହାସ ସମ୍ପାଦନା

ରାଷ୍ଟୀୟ ସ୍ମାରକ ସମ୍ପାଦନା

ନିବାସ ସ୍ଥାନ ସମ୍ପାଦନା

ହୃଦୟ କୁଞ୍ଜ ସମ୍ପାଦନା

ପ୍ରାର୍ଥନା ଭୂମି ସମ୍ପାଦନା

ଅତିଥି ଗୃହ ସମ୍ପାଦନା

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା

  ଉଇକିମିଡ଼ିଆ କମନ୍ସରେ Sabarmati Ashram-ସମ୍ପର୍କିତ ମିଡ଼ିଆ