କୃଷ୍ଣଚନ୍ଦ୍ର ସଗରିଆ
ଓଡ଼ିଆ ରାଜନୀତିଜ୍ଞ
(କୃଷ୍ଣଚନ୍ଦ୍ର ଶଗରିଆରୁ ଲେଉଟି ଆସିଛି)
କୃଷ୍ଣଚନ୍ଦ୍ର ସଗରିଆ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
କୃଷ୍ଣଚନ୍ଦ୍ର ସଗରିଆ | |
---|---|
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ରଘୁରାମ ପଦାଳ |
ପର ଅଧିକାରୀ | ରଘୁରାମ ପଦାଳ |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଅନିତା ସଗରିଆ |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ
ସମ୍ପାଦନାକୃଷ୍ଣଚନ୍ଦ୍ର ସଗରିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]
ଆଧାର
ସମ୍ପାଦନା- ↑ "ବିଧାୟକ ନେବେ ବୌଦ୍ଧ ଧର୍ମ ! | Kanak News" (in ଆମେରିକୀୟ ଇଂରାଜୀ). 2018-05-11. Retrieved 2022-03-11.
- ↑ ୨.୦ ୨.୧ "Shri Krishna Chandra Sagaria". odishaassembly.nic.in. Odisha Assembly. Retrieved 11 March 2022.