ଧନସାୟୀ ରଣଧୀର

ଓଡ଼ିଆ ରାଜନେତା

ଧନସାୟୀ ରଣଧୀର (୨ ଜୁଲାଇ ୧୯୪୫ - ୭ ଜୁନ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଧନସାୟୀ ରଣଧୀର
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀସୂର୍ଯ୍ୟ ନାରାୟଣ ମାଝି
ପର ଅଧିକାରୀବାସୁଦେବ ମାଝି
ନିର୍ବାଚନ ମଣ୍ଡଳୀକୋଟପାଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1945-07-02)୨ ଜୁଲାଇ ୧୯୪୫
ମୃତ୍ୟୁ୭ ଜୁନ ୨୦୧୦(2010-06-07) (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପାର୍ବତୀ ରଣଧୀର
ସନ୍ତାନ
ବାପା/ବୋଉକୋମୁଳୁ ରଣଧୀର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଧନସାୟୀ ରଣଧୀର ୧୯୪୫ ମସିହାର ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୋମୁଳୁ ରଣଧୀର ଓ ପତ୍ନୀଙ୍କ ନାମ ପାର୍ବତୀ ରଣଧୀର ।[୧]

ରାଜନୈତିକ ଜୀବନ ସମ୍ପାଦନା

ଧନସାୟୀ ରଣଧୀର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଧନସାୟୀ ରଣଧୀର ୨୦୧୦ ମସିହାର ଜୁନ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Dhansai Rondhari". odishaassembly.nic.in. Odisha Assembly. Retrieved 5 March 2022.