କର୍ଣ୍ଣଦାଣ୍ଡି ଓଡ଼ିଶାର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅଧୀନରେ ଥିବା ଏକ ଗାଆଁ ।

କର୍ଣ୍ଣଦାଣ୍ଡି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର
ପଞ୍ଚାୟତ ସମିତିଦଶରଥପୁର
ଗ୍ରାମ ପଞ୍ଚାୟତମଙ୍ଗଳପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୫ ୦୧୧[]
Area code+୦୬୭୨୮
ଯାନବାହାନ ପଞ୍ଚୀକରଣOR/04

ଗମନାଗମନ

ସମ୍ପାଦନା

ଏହା ମଙ୍ଗଳପୁର ନିକଟରେ ଅବସ୍ଥିତ । ଏହା ଯାଜପୁରଠାରୁ ୨୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ସମ୍ପାଦନା

ଶିକ୍ଷା

ସମ୍ପାଦନା

ବିଦ୍ୟାଳୟ

ସମ୍ପାଦନା

ଏହି ଗ୍ରାମରେ 'ବାବା କାର୍ତ୍ତିକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ' ବିଦ୍ୟାଳୟ ଅଛି ।

ପର୍ଯ୍ୟଟନ

ସମ୍ପାଦନା

ଏହି ଗାଆଁରେ ଗ୍ରାମଦେବତୀ ମା' କର୍ଣ୍ଣକେଶ୍ୱରୀ ଓ ମା' ନେବାଶୁଣିଙ୍କ ମନ୍ଦିର, ନାଗେଶ୍ୱର ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମଙ୍ଗଳା ମନ୍ଦିର, ଶିବପାର୍ବତୀ ମନ୍ଦିର, କାର୍ତ୍ତିକେଶ୍ୱର ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ବିଛା ସଂକ୍ରାନ୍ତି ବେଳେ ୯ଦିନ ବ୍ୟାପି ବାବା କାର୍ତ୍ତିକେଶ୍ୱରଙ୍କ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ସମ୍ପାଦନା