ଏହି ବିଷୟଟି ଏକ ନିର୍ଦ୍ଦିଷ୍ଟ ଗ୍ରାମ ମଙ୍ଗଳପୁର ନାମରେ ଲେଖାଥିଲେ ମଧ୍ୟ ମଙ୍ଗଳପୁର ନାମରେ ଓଡ଼ିଶାରେ ଅନେକ ଗ୍ରାମ ଅଛି ।

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମଙ୍ଗଳପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଢେଙ୍କାନାଳ
ପଞ୍ଚାୟତ ସମିତିଓଡାପଡା
ଗ୍ରାମ ପଞ୍ଚାୟତମଙ୍ଗଳପୁର
ତହସିଲଓଡାପଡା
Time zoneIST (+୫.୩୦)
ପିନ ନମ୍ବର
୭୫୯୧୨୧[୧]
Area code+୦୬xxx
ଯାନବାହାନ ପଞ୍ଚୀକରଣOD/06

ମଙ୍ଗଳପୁର ଗାଁ - ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଏକ ଗାଆଁ । ଏହି ଗାଆଁଟି ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ ସମ୍ପାଦନା

ଏହା ଜିଲ୍ଲାର ସଦର ମହକୁମା ଢେଙ୍କାନାଳଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା ସମ୍ପାଦନା

ଏଠାରେ ଗୋଟିଏ ପ୍ରାଥମିକ ଓ ଏହାର ଅନତି ଦୂରରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି ସମ୍ପାଦନା

ଏହି ଗାଆଁରେ ଗୋଟିଏ ଶିବ ମନ୍ଦିର ଓ ବ୍ରାହ୍ମଣୀଦେଇ ନାମରେ ଗୋଟିଏ ଠାକୁରାଣୀ ମନ୍ଦିର ଅଛି ।

ଆଧାର ସମ୍ପାଦନା