ଏଇ ଆଖି ଆମ ସାକ୍ଷୀ

୧୯୯୯ର ଓଡ଼ିଆ କଥାଚିତ୍ର

ଏଇ ଆଖି ଆମ ସାକ୍ଷୀ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ ଭୂୟାଁ । ଅରବିନ୍ଦ ପାଣ୍ଡେ ଏହି କଥାଚିତ୍ରଟିର କାହାଣୀ ଓ ଚିନତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏଇ ଆଖି ଆମ ସାକ୍ଷୀ
ନିର୍ଦ୍ଦେଶକଅରବିନ୍ଦ ପାଣ୍ଡେ
ପ୍ରଯୋଜକସନ୍ତୋଷ ଭୂୟାଁ
ଚିତ୍ରନାଟ୍ୟଅରବିନ୍ଦ ପାଣ୍ଡେ
କାହାଣୀଅରବିନ୍ଦ ପାଣ୍ଡେ
କଳାକାରସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତମହମ୍ମଦ ମୁସୀର
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  2. Sahoo, Biswajit (2023-07-07). "ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-08-29.
  3. "ପରଲୋକରେ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା". ସମ୍ବାଦ (in od-IN). No. ଅନୁଗୋଳ. ଢେଙ୍କାନାଳ. 17 February 2024. p. 18. Archived from the original on 17 February 2024. Retrieved 17 February 2024.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା