ଉମରକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଉମରକୋଟ (କ୍ରମିକ ସଂଖ୍ୟା: ୭୩) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]

ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୪,୨୧୨
ଜିଲ୍ଲା: ନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉମରକୋଟ (ବି), ରାଇଘର ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡଙ୍କଠାରୁ ୯୯୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯତିନ୍ଦ୍ରନାଥ ଗଣ୍ଡଙ୍କଠାରୁ ୧୦୫୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୫]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗବନ୍ଧୁ ମାଝି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କଠାରୁ ୧୪,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୭ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଉମରକୋଟ [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଜଗବନ୍ଧୁ ମାଝି ୪୪,୩୨୬ ୪୦.୬୦ -
ଭାଜପା ଧର୍ମୁ ଗଣ୍ଡ ୩୦,୧୫୫ ୨୭.୬୨ -
କଂଗ୍ରେସ ପରମା ପୂଜାରୀ ୨୫,୫୧୨ ୨୩.୩୭ -
ସମୃଦ୍ଧ ଓଡ଼ିଶା ହାରାବତୀ ଗଣ୍ଡ ୫,୨୭୬ ୪.୮୩ -
ବସପା ରବିନାରାୟଣ ଦାଶ ସମର୍ଥ ୩,୯୧୮ ୩.୫୯ -
ଭୋଟ ବ୍ୟବଧାନ ୧୪,୧୭୧ ୧୨.୯୮* -
ମତଦାନ ହାର ୧,୦୯,୧୮୭ ୭୦.୧୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. "Umerkote Assembly Election 2009, Orissa". empoweringindia.org. Retrieved 16 June 2013. Constituency: Umerkote (73) District : Nabarangpur
  2. Assembly Constituencies and their Extent
  3. Seats of Odisha
  4. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  5. ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 14171
  7. "State Elections 2004 - Partywise Comparision for 93-Umarkote Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf