ଆଖି ବୁଜିଦେଲେ ତୁ

୨୦୨୧ ଓଡ଼ିଆ କଥାଚିତ୍ର

ଆଖି ବୁଜିଦେଲେ ତୁ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ପୁପିନ୍ଦର ସିଂହ । ନିରଞ୍ଜନ କର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୂରଲୀଧର । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଆଖି ବୁଜିଦେଲେ ତୁ
ନିର୍ଦ୍ଦେଶକଏସ୍. କେ. ମୂରଲୀଧର
ପ୍ରଯୋଜକପୁପିନ୍ଦର ସିଂହ
ଚିତ୍ରନାଟ୍ୟତୁଷାର କାନ୍ତ ପଟ୍ଟନାୟକ
କାହାଣୀନିରଞ୍ଜନ କର
କଳାକାରପୁପିନ୍ଦର ସିଂହ
ଦୀପିକା ତ୍ରପାଠୀ
ଜ୍ୟୋତିର୍ମୟୀ ବଳ
ସମରେଶ ରାଉତରାୟ
ମନୋଜ ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକଟୁବୁନ
ମୁକ୍ତିଲାଭ ତାରିଖ
୩୧ ଡିସେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ, ଦୀପିକା ତ୍ରିପାଠୀ ଓ ଜ୍ୟୋତିର୍ମୟୀ ବଳ । ସମରେଶ ରାଉତରାୟ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରବି ମିଶ୍ର, ଜୀବନ ପଣ୍ଡା, ଗୁଡ୍ଡୁ ଆଦି କଳାକାରାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୩୧ ତାରିଖରେ କଲର୍ସ ଓଡ଼ିଆରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨] ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ତିଲକ୍ ଚକ୍ରବର୍ତ୍ତୀ, ଅଞ୍ଜଳୀ ମିଶ୍ର, ଶଶାଙ୍କ ଶେଖର, ଅସୀମା ପଣ୍ଡାଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଚାର୍ ବୋତଲ୍ ଭୋଡ୍‌କା ଲଡ୍‌କି ହୋତୋ ଲୋଡ୍‌କା"ଅସୀମା ପଣ୍ଡା 
2."ଆଖି ବୁଜିଦେଲେ ତୁ"ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର ସମ୍ପାଦନା

  1. "OSHB Chairman Releases 'Akhi Bujidele Tu' Odia Film Music Album". Odisha Bytes (in English). Bhubaneswar. 27 December 2021. Archived from the original on 1 January 2022. Retrieved 1 January 2022.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "ଓଡ଼ିଆ ଚଳଚ୍ଚିତ୍ର 'ଆଖି ବୁଜିଦେଲେ ତୁ'ର ମ୍ୟୁଜିକ୍ ରିଲିଜ୍ | Sambad". ସମ୍ବାଦ. sambad.in. 27 December 2021. Archived from the original on 1 January 2022. Retrieved 1 January 2022.

ବାହାର ଆଧାର ସମ୍ପାଦନା