ଅରୁନ୍ଧତୀ (୨୦୨୧ର ଓଡ଼ିଆ କଥାଚିତ୍ର)

୨୦୨୧ ଓଡ଼ିଆ କଥାଚିତ୍ର

ଅରୁନ୍ଧତୀ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ[୨] ଓ ଅମିତାଭ ମଲ୍ଲିକ ।[୩] ଖଗେଶ୍ୱର ସେଜପଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୪] ରମେଶ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅରୁନ୍ଧତୀ
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକରମେଶ ବାରିକ
ଅମିତାଭ ମଲ୍ଲିକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରମେଶ ରାଉତ
ରଜନୀ ରଞ୍ଜନ
କାହାଣୀଖଗେଶ୍ୱର ସେଜପଡ଼ା
କଳାକାରରାଜବୀର ଦେଓ
ଏଲିନା ସାମନ୍ତରାୟ
ସଞ୍ଜୟ ଭୋଳ
ବବି ମିଶ୍ର
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୩ ଅକ୍ଟୋବର ୨୦୨୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଦେଓ ଓ ଏଲିନା ସାମନ୍ତରାୟ ।[୫][୬] ସଞ୍ଜୟ ଭୋଳ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜୟା ସ୍ୱାମୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ନରି ପଣ୍ଡା, ରଶ୍ମି ରଞ୍ଜନ ସାହୁଙ୍କ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ରାଜବୀର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭] ୨୦୨୧ ମସିହାର ଅକ୍ଟୋବର ୧୩ ତାରିଖରେ ଏହି କଥାଚିତ୍ରଟିର ମୁକ୍ତିଲାଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ଉପଲବ୍ଧ ହୋଇଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୋହିନୀ ମିଶ୍ର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ପରଦେଶୀ ମେଘ" 
2."ମୁଁ ଅରୁନ୍ଧତୀ" 
3."ତୋ ଇସ୍କ୍" 
4."ଶିବା ଶିବା ଶିବା" 

ଆଧାର ସମ୍ପାଦନା

  1. ୧.୦ ୧.୧ "Arundhati Movie: Showtimes, Review, Trailer, Posters, News & Videos | eTimes". Times of India. Times of India. Retrieved 12 November 2021.
  2. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  3. ୩.୦ ୩.୧ ୩.୨ "Bunch of Odia movies up for grabs this Puja". The Pioneer (in ଇଂରାଜୀ). 13 October 2021. Retrieved 12 November 2021.
  4. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  5. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  6. "ଅଟକିପାରେ 'ଅରୁନ୍ଧତୀ'". ସମ୍ବାଦ. sambad.in. 27 April 2021. Retrieved 12 November 2021.
  7. "ରାଜବୀର: 'ଅରୁନ୍ଧତୀ'ରୁ 'ସଲାମ୍ ଭୁବନେଶ୍ୱର'". ସମ୍ବାଦ. sambad.in. 17 September 2021. Retrieved 12 November 2021.
  8. "ଚଳଚ୍ଚିତ୍ର 'ସଲାମ୍‌ ଭୁବନେଶ୍ବର'ର ରୋମାଣ୍ଟିକ୍ ଗୀତ 'ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍'". Sambad. 9 October 2022. Archived from the original on 12 October 2022. Retrieved 12 October 2022.
  9. "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
  10. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  11. "ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ | Sambad". 17 November 2021. Archived from the original on 16 December 2021. Retrieved 16 December 2021.

ବାହାର ଆଧାର ସମ୍ପାଦନା