ଅଗ୍ନି ପରୀକ୍ଷା (୧୯୮୦ କଥାଚିତ୍ର)

୧୯୮୦ର ଓଡ଼ିଆ କଥାଚିତ୍ର

ଅଗ୍ନି ପରୀକ୍ଷା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାମ ଅବତାର ଜଳନ । ଆଶାପୂର୍ଣ୍ଣା ଦେବୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବଳାଇ ସେନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଅଗ୍ନି ପରୀକ୍ଷା
ନିର୍ଦ୍ଦେଶକବଳାଇ ସେନ
ପ୍ରଯୋଜକରାମ ଅବତାର ଜଳନ
ସଂଳାପବିଜୟ ମିଶ୍ର
କାହାଣୀଆଶାପୂର୍ଣ୍ଣା ଦେବୀ
କଳାକାରଶ୍ରୀରାମ ପଣ୍ଡା
ମହାଶ୍ୱେତା ରାୟ
ପ୍ରସନ୍ନ ପତି
ସୂର୍ଯ୍ୟ ମିଶ୍ର
ସ୍ନିଗ୍ଧା ମହାନ୍ତି
ନାଗେନ ରାୟ
ସରସ୍ୱତୀ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣବିମଳ ମୁଖାର୍ଜୀ
ମୁକ୍ତିଲାଭ ତାରିଖ
୧୮ ଅପ୍ରେଲ ୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ପ୍ରସନ୍ନ ପତି, ସୂର୍ଯ୍ୟ ମିଶ୍ର, ସ୍ନିଗ୍ଧା ମହାନ୍ତି, ନାଗେନ ରାୟ, ସରସ୍ୱତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରଗୁରୁକୃଷ୍ଣ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ,[୨] ସ୍ୱରୂପ ଚକ୍ରବର୍ତ୍ତୀ, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଆଜି ଜୟନ୍ତୀ: ମନେପଡ଼ନ୍ତି ଭଜନ ସମ୍ରାଟ ଭିକାରୀ ବଳ, ମହାପ୍ରଭୁଙ୍କ ଚାମର ସେବକ ଥିଲେ". Sambad. 25 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା