ଟିକିରି

ଭାରତରେ ଗ୍ରାମ
(Tikiriରୁ ଲେଉଟି ଆସିଛି)

ଟିକିରି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[] କାଶୀପୁର ବ୍ଲକ ଅଧିନସ୍ଥ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ହତ୍ୟାକାଣ୍ଡ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ।[]

ଟିକିରି
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Population
 (2011)
 • Total୨୮୪୬
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

ଟିକିରିର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୧୦′ ୪୨″,longd = ୮୩° ୦୫′ ୨୮″ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ପଶ୍ଚିମ ଦିଗକୁ ଏହା ୫୧ କି.ମି. ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଟିକିରିର ଜନସଂଖ୍ୟା ୨,୮୪୬ ।[] ଟିକିରି ଏକ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।

ପର୍ଯ୍ୟଟନ

ସମ୍ପାଦନା

ବଣ, ଜଙ୍ଗଲ ଏବଂ ଖଣିଜ ସମ୍ପଦରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭା ମନମୁଗ୍ଧକର ଅଟେ ।

  1. "Tikiri village". Retrieved 14 June 2016.
  2. "Itishree Pradhan Murder: School Inspector Sentenced to Life by Rayagada Court". Archived from the original on 27 April 2016. Retrieved 14 June 2016.
  3. "Tikiri village Population". Retrieved 14 June 2016.

ବାହାର ତଥ୍ୟ

ସମ୍ପାଦନା