ଜୟପୁର, କୋରାପୁଟ
ଜୟପୁର କୋରାପୁଟ ସହରରରୁ ୨୧ କିମି ଦୁରରେ ରହିଛି ଏହି ସହର । ଏଠାରେ ରହିଥିବା ପୁରୁଣା ରାଜ ପ୍ରସାଦ ଏଠାକାର ବଡ଼ ଆକର୍ଷଣ । ରାଜପ୍ରସାଦ ମଧ୍ୟରେ ରହିଥିବା ଦରବାର ହଲ ସହ ଏଠାରେ ସୁଦ୍ଧ ଅର୍ଭ, ରୂପା, ସୂନା, ଚନ୍ଦନ କାଠ,ଗୋଲାପକାଠ ସହ ବିଭିନ୍ନ ପ୍ରକାର ପେଟିଂ ଦେଖିବାର ସୁଯୋଗ ମିଳିବ । ଏହାସହ ଜୟପୁରର ଗାନ୍ଧୀପାର୍କ ଅନ୍ୟତମ ଅକର୍ଷଣ । ଭାରିମାନକୁ ହାଲୁକା କରିବା ପାଇଁ ଏହା ଏକ ସାନ୍ତୁ ପରିବେଶ ସୃଷ୍ଟି କରିଥାଏ ।
ଜୟପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କୋରାପୁଟ |
Elevation | 597.71 m (1,960.99 ft) |
ଜନସଂଖ୍ୟା (2011) | |
• ମୋଟ | ୧,୮୧,୯୦୬ |
ଭାଷା | |
• ସରକାରୀ | ଓଡ଼ିଆ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | ୭୬୪୦୦୧ |
ଟେଲିଫୋନ୍ କୋଡ | ୦୬୮୫୪ |
ଗାଡ଼ି ପଞ୍ଜିକରଣ | OD 10 |
ୱେବସାଇଟ | myjeypore |
ଭୂଗୋଳ ଓ ଜଳବାୟୁସମ୍ପାଦନ କରନ୍ତୁ
ଜୟପୁର ସହର ଊ: ୧୮.୮୫° ପୁ: 82.୫୮°ରେ ଅବସ୍ଥିତ। ଏହାର ହାରାହାରି ଉଚ୍ଚତା ପ୍ରାୟ ମି: ୬୫୯ (2165 ଫୁଟ) ଅଟେ।
ଓଡ଼ିଶାର ଅନ୍ୟ କୌଣସି ଭାଗ ଭଳି ଜୟପୁର ସହର ମଧ୍ୟ ଏକ ମୌସୁମୀ ଅଞ୍ଚଳ ଅଟେ। କିନ୍ତୁ ଯେହେତୁ ଏହି ସହରରେ ଯଥେଷ୍ଟ ମାତ୍ରାରେ ଗରମ ଓ ପ୍ରବଳ ଶୀତ ହୋଇ ଥାଏ, ଏହି ଅଞ୍ଚଳକୁ ଶୀତ ପ୍ରବଳ କୁହା ଯାଇ ପାରିବ। ଜୟପୁରକୁ ବୁଲି ଯିବା ପାଇଁ ସର୍ବୋତ୍ତମ ସମୟ ହେଉଛି ଶୀତ ଋତୁ, ଅକ୍ଟୋବର ମାସ ଏବଂ ଫେବୃଆରୀ ମାସ ମଧ୍ୟ ରେ।
ଇତିହାସସମ୍ପାଦନ କରନ୍ତୁ
ବାହାର ଲିଙ୍କସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |