ବେଗୁନିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
(Begunia Assembly constituencyରୁ ଲେଉଟି ଆସିଛି)
ବେଗୁନିଆ (କ୍ରମାଙ୍କ.: ୧୧୬) ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ବେଗୁନିଆ | |
---|---|
ଓଡ଼ିଶା ବିଧାନ ସଭା constituency | |
District | Khordha |
Blocks | ବେଗୁନିଆ, ବୋଲଗଡ |
Electorate | ୧,୯୩,୯୨୦[a] |
Current constituency | |
Created | ୧୯୫୭ |
MLA | ପ୍ରଶାନ୍ତ କୁମାର ଜଗଦେବ |
Party | ବିଜେଡି |
Const. No. | ୧୧୬ |
Lok Sabha Constituencies | ପ୍ରଶାନ୍ତ କୁମାର ଜଗଦେବ |
ଏହି ବିଧାନ ସଭା ମଣ୍ଡଳୀରେ ବେଗୁନିଆ ବ୍ଲକ ଏବଂ ବୋଲଗଡ ବ୍ଲକ ଆସେ ।[୧][୨]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବ ଆମ ଓଡ଼ିଶା ପାର୍ଟି ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କଠାରୁ ୪୩୪୨୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ନିର୍ବାଚିତ ସଦସ୍ୟଗଣ
ସମ୍ପାଦନା୧୯୫୭ରୁ ୨୦୧୪ ମଧ୍ୟରେ ଏଠାରେ ଚଉଦଟି ନିର୍ବାଚନ ଆୟୋଜିତ ହୋଇଛି । ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସଦସ୍ୟମାନେ ହେଉଛନ୍ତି:
- ୨୦୨୪: ପ୍ରଦୀପ କୁମାର ସାହୁ (ବିଜେଡି)
- ୨୦୧୯: (୧୧୬): ରାଜେନ୍ଦ୍ର କୁମାର ସାହୁ (ବିଜେଡି)
- ୨୦୧୪: (୧୧୬): ପ୍ରଶାନ୍ତ କୁମାର ଜଗଦେବ (ବିଜେଡି)
- ୨୦୦୯: (୧୧୬): ପ୍ରଶାନ୍ତ ନନ୍ଦ (ଏନସିପି/ବିଜେଡି)
- ୨୦୦୪: (୬୦): ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)
- ୨୦୦୦: (୬୦): ପ୍ରଶାନ୍ତ ନନ୍ଦ (ବିଜେପି)
- ୧୯୯୫ (ଉପ): ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)
- ୧୯୯୫: (୬୦): ହରିହର ସାହୁ (କଂଗ୍ରେସ)
- ୧୯୯୦: (୬୦): ସୁରେନ୍ଦ୍ରନାଥ ମିଶ୍ର (ଜନତା ଦଳ)
- ୧୯୮୫: (୬୦): କୈଳାଶ ଚନ୍ଦ୍ର ମହାପାତ୍ର (କଂଗ୍ରେସ)
- ୧୯୮୧: (୬୦): କୈଳାଶ ଚନ୍ଦ୍ର ମହାପାତ୍ର (କଂଗ୍ରେସ)
- ୧୯୭୭: (୬୦): ଚିନ୍ତାମଣି ପାଣିଗ୍ରାହୀ (କଂଗ୍ରେସ)
- ୧୯୭୪: (୬୦): ସତ୍ୟାନନ୍ଦ ଚମ୍ପତିରାୟ (UTC)
- ୧୯୭୧: (56): ଗଙ୍ଗାଧର ପାଇକରାୟ (CPI)
- ୧୯୬୭: (56): ଗଙ୍ଗାଧର ପାଇକରାୟ (CPI)
- ୧୯୬୧: (86): ଗଙ୍ଗାଧର ପାଇକରାୟ (CPI)
- ୧୯୫୭: (59): ସତ୍ୟାନନ୍ଦ ଚମ୍ପତିରାୟ (କଂଗ୍ରେସ)
୨୦୧୪ ନିର୍ବାଚନ ପ୍ରାର୍ଥୀଗଣ
ସମ୍ପାଦନା୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ୧୦,୬୧୭ ଭୋଟରେ ହରେଇଥିଲେ ।
ସୂଚନାବଳୀ
ସମ୍ପାଦନା- ↑ as on 1 January 2014
ଆଧାର
ସମ୍ପାଦନା- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "60 - Begunia Assembly Constituency". eci.nic.in. 2006. Retrieved 22 April 2014.
List Of Winning Candidates