ସୁରେନ୍ଦ୍ରନାଥ ମିଶ୍ର
ଓଡ଼ିଆ ରାଜନୀତିଜ୍ଞ
ସୁରେନ୍ଦ୍ରନାଥ ମିଶ୍ର (୨୦ ସେପ୍ଟେମ୍ବର ୧୯୫୩ - ୨୪ ଜାନୁଆରୀ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସୁରେନ୍ଦ୍ରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସୁରେନ୍ଦ୍ରନାଥ ମିଶ୍ର | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | କୈଳାଶ ଚନ୍ଦ୍ର ମହାପାତ୍ର |
ପର ଅଧିକାରୀ | ହରିହର ସାହୁ |
ନିର୍ବାଚନ ମଣ୍ଡଳୀ | ବେଗୁନିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ସେପ୍ଟେମ୍ବର ୧୯୫୩ |
ମୃତ୍ୟୁ | ୨୪ ଜାନୁଆରୀ ୨୦୨୧ | (ବୟସ ୬୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ଶାନ୍ତି ମିଶ୍ର |
ବାପା/ବୋଉ | କୃଷ୍ଣ ଚରଣ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସୁରେନ୍ଦ୍ରନାଥ ମିଶ୍ର ୧୯୫୩ ମସିହାର ସେପ୍ଟେମ୍ବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣ ଚରଣ ମିଶ୍ର ଏବଂ ପତ୍ନୀଙ୍କ ନାମ ଶାନ୍ତି ମିଶ୍ର ।[୧]
ରାଜନୈତିକ ଜୀବନ
ସମ୍ପାଦନାସୁରେନ୍ଦ୍ରନାଥ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ମୃତ୍ୟୁ
ସମ୍ପାଦନାଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ମସିହା ଜାନୁଆରୀ ୨୪ ତାରିଖ ଦିନ ସୁରେନ୍ଦ୍ରନାଥ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Surendranath Mishra". odishaassembly.nic.in. Odisha Assembly. Retrieved 15 May 2020.
- ↑ "ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ". dharitriepaper.in. Retrieved 25 January 2021.