ଅରୁଣାଚଳ ପ୍ରଦେଶ
ଅରୁଣାଚଳ ପ୍ରଦେଶ, (ଅରୁଣ ବା ସକାଳର କିରଣଦ୍ୱାରା ପ୍ରକାଶିତ ପର୍ବତର ଦେଶ), ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ଯ ଅଟେ । ଏହାର ଦକ୍ଷିଣ ଦିଗରେ ଆସାମ ଓ ନାଗାଲାଣ୍ଡ ଅବସ୍ଥିତ । ଏହା ପଶ୍ଚିମରେ ଭୂଟାନ ଏବଂ ପୂର୍ବରେ ବ୍ରହ୍ମଦେଶ ସହ ଅନ୍ତର୍ରାଷ୍ଟ୍ରୀୟ ସୀମା ବଣ୍ଟନ କରିଛି, ଏବଂ ଉତ୍ତରରେ ଚୀନ ସହ ମ୍ୟାକମୋହନ ରେଖାଦ୍ୱାରା ଏକ ବିବାଦିତ ସୀମା ନିର୍ଦ୍ଧାରଣ କରୁଅଛି । ଏହା ଚୀନର ତିବ୍ବତ ସହ ୧୧୨୯ କିମିର ଏକ ସୀମା ନିର୍ଦ୍ଧାରଣ କରୁଅଛି ।
ଅରୁଣାଚଳ ପ୍ରଦେଶ | |
---|---|
Arunachal Pradesh | |
ଦେଶ | ଭାରତ |
ଅଞ୍ଚଳ | ଉତ୍ତରପୂର୍ବ ଭାରତ |
ସ୍ଥାପନ | ୨୦ ଫେବୃଆରୀ ୧୯୮୭ |
ରାଜଧାନୀ | ଇଟାନଗର |
ସର୍ବବୃହତ ସହର | ଇଟାନଗର |
ଜିଲ୍ଲା | ୨୦ |
Government | |
• Body | ଅରୁଣାଚଳ ପ୍ରଦେଶ ସରକାର |
• ରାଜ୍ୟପାଳ | ଜ୍ୟୋତି ପ୍ରସାଦ ରାଜଖୋୱା |
• ମୁଖ୍ୟମନ୍ତ୍ରୀ | ପେମା ଖାଣ୍ଡୁ [୧] |
• ଏକ ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୬୦ ଆସନ) |
• ସଂସଦୀୟ ନିର୍ବାଚନ ମଣ୍ଡଳୀ | ରାଜ୍ୟ ସଭା ୧ ଲୋକ ସଭା ୨ |
• ଉଚ୍ଚ ନ୍ୟାୟାଳୟ | ଗୌହାଟୀ ଉଚ୍ଚ ନ୍ୟାୟାଳୟ |
Area | |
• ସମୁଦାୟ | 83,743 km2 (32,333 sq mi) |
• Rank | ପଞ୍ଚଦଶ (୧୫ଶ) |
Population (୨୦୧୧) | |
• Total | ୧୩,୮୨,୬୧୧ |
• Rank | ୨୭ତମ |
• Density | 17/km2 (43/sq mi) |
Time zone | UTC+୦୫.୩୦ (IST) |
ISO 3166 code | IN-AR |
HDI | 0.617 (medium) |
HDI କ୍ରମାଙ୍କ | ୧୮ଶ (୨୦୦୫) |
ସାକ୍ଷରତା | 66.95% |
Website | arunachalpradesh |
ଭୂଗୋଳ
ସମ୍ପାଦନାଇତିହାସ
ସମ୍ପାଦନାପ୍ରାକ୍-ଇତିହାସ
ସମ୍ପାଦନାଅରୁଣାଚଳ ପ୍ରଦେଶର ରହୁଥିବା ପ୍ରାୟ ୧.୫ ନିୟୁତ ଲୋକ ତାନି ଜାତିର ପାଞ୍ଚ କୁଳ (ନ୍ୟିଶୀ, ଆଦୀ, ଗାଲୋ, ଆପାତାନୀ ଓ ତାଗୀନ)ର ସଦସ୍ଯ ଅଟନ୍ତି । ଏମାନଙ୍କୁ ଆବୋତାନିମାନଙ୍କର ବଂଶଜ ବୋଲି ବିବେଚିତ କରାଯାଇଛି । ତାନିମାନେ ତିବ୍ବତକୁ ମାଂସ ଓ ତୁଳା ବଦଳରେ ଖଡ୍ଗ ଓ ଅନ୍ୟାନ୍ୟ ଧାତବ ପଦାର୍ଥ ରପ୍ତାନୀ କରୁଥିଲେ । ତେଣୁ ତିବ୍ବତର ପ୍ରାଚୀନ ପାଠାଗାରଗୁଡ଼ିକରେ ଏମାନଙ୍କ ବର୍ଣ୍ଣନା ରହିଛି । ତିବ୍ବତୀୟମାନେ ଏମାନଙ୍କୁ ଲୋଭା ବୋଲି କହୁଥିଲେ; ଲୋ ଅର୍ଥାତ୍ ଦକ୍ଷିଣ ଏବଂ ଭା ଅର୍ଥାତ୍ ଲୋକ । ଏମାନଙ୍କ ଛଡା ଅନ୍ୟାନ୍ୟ ତିବ୍ବତ-ବ୍ରହ୍ମୀୟ ଗୋଷ୍ଠୀମାନ ଏହି ରାଜ୍ଯର କେତେକ ଅଞ୍ଚଳରେ ରହୁଛନ୍ତି, ଯଥା - ମିଶ୍ମିସ, ଚୁଟିଆ, ନୋକ୍ତେ, ତାଙ୍ଗ୍ସା ତଥା ୱାଞ୍ଚୋ ଇତ୍ୟାଦି ।
ପ୍ରଶାସନ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.thehindu.com/news/national/pema-khandu-sworn-in-as-chief-minister-of-arunachal-pradesh/article8862082.ece Pema Khandu sworn in as Chief Minister of Arunachal Pradesh
- ↑ "Report of the Commissioner for linguistic minorities: 47th report (July 2008 to June 2010)" (PDF). Commissioner for Linguistic Minorities, Ministry of Minority Affairs, Government of India. pp. 122–126. Retrieved 16 February 2012.
ଅଧିକ ତଥ୍ୟ
ସମ୍ପାଦନା- Official website
- Tourism in Arunachal Pradesh (Official)
- Arunachal Pradesh Territorial Dispute between India and China Archived 2010-10-01 at the Wayback Machine., Inventory of Conflict and Environment
- reviewNE - all things North East India
- STD Codes of Arunachal Pradesh Archived 2016-05-31 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |