୨୦୧୨ ଟି୨୦ ବିଶ୍ୱ କପ

୨୦୧୨ ବିଶ୍ୱ କପ T୨୦, T୨୦ ବିଶ୍ୱ  କପର ୪ ର୍ଥ ସଂସ୍କରଣ ଥିଲା । ଏହା ୧୮ ସେପ୍ଟେମ୍ବର , ୨୦୧୨ରେ ଶ୍ରୀଲଙ୍କାଠାରେ ଆୟୋଜିତ ହୋଇ ୱେଷ୍ଟ ଇଣ୍ଡିଜ ଚମ୍ପିୟାନ ହେଇଥିଲା । ଏହା ଏସିଆ ମହାଦେଶରେ ଅନୁଷ୍ଠିତ ପ୍ରଥମ ଟି୨୦ ବିଶ୍ୱ କପ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ବିଶ୍ୱ କପ ହେବା ପରେ ,ଇଂଲଣ୍ଡ  ଓ ୱେଷ୍ଟ ଇଣ୍ଡିଜରେ ପରବର୍ତ୍ତୀ ଦୁଇଟି T ୨୦ ବିଶ୍ୱ କପର ଆୟୋଜିତ ହେଇ ଥିଲା । 


ଅଂଶଗ୍ରହଣ କାରି ଦଳ   ଏଥିରେ ଟେଷ୍ଟ ମାନ୍ୟତା ପ୍ରାପ୍ତ ୧୦ଟି ଦଳ ସହ , ଯୋଗ୍ୟତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ୨  ଟି ସ୍ଥାନରେ ଥିବା ଦଳ ଭାବରେ ଆୟରଲଣ୍ଡ  ଓ ଆଫଗାନିଷ୍ଠାନ ଅଂଶ ଗ୍ରହଣ କରିଥିଲେ । ଫଳରେ ଆଫଗାନିଷ୍ଠାନର ଏହା ପ୍ରଥମ ଅନ୍ତର୍ଜାତିକ  ପଦାର୍ପଣ ଥିଲା । 


Team Seed Pld W L NR NRR Pts
 India A2 2 2 0 0 +2.825 4
 England A1 2 1 1 0 +0.650 2
 Afghanistan 2 0 2 0 -3.475 0

ପ୍ରଚ୍ଛଦପଟ ସମ୍ପାଦନା

ଚତୁର୍ଥ ସଂସ୍କାର ଏହି ବିଶ୍ୱ କପ ଆଗରୁ ୨୦୦୭ରେ ପ୍ରଥମ ବିଶ୍ୱ କପ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଇଥିଲା ଓ ଭାରତ ପ୍ରଥମ T ୨୦ ବିଶ୍ୱ କପ ବିଜେତା ହେଇଥିଲା । ତାହା ପରେ ୨୦୦୯ରେ ଇଂଲଣ୍ଡଠାରେ ୨ ୟ ବିଶ୍ୱ କପ ଆୟୋଜିତ ହେଇ ପାକିସ୍ଥାନ ବିଜୟୀ ହେଇଥିଲା । ୨୦୧୦ରେ ୱେଷ୍ଟ ଇଣ୍ଡିଜଠାରେ ତୃତୀୟ ବିଶ୍ୱ କପ ଅନୁଷ୍ଠିତ ହେଇ ଅଷ୍ଟ୍ରେଲିଆ ଚମ୍ପିୟାନ ହେଇଥିଲା । 

Format ସମ୍ପାଦନା

ଏହି ବିଶ୍ୱ କପର ଫର୍ମାଟ ଆଗ ବିଶ୍ୱ କପ ସହ ସମାନ ଥିଲା । ୧୨ଟି ଦଳକୁ ୪ଟି ଗ୍ରୁପରେ ବିବ ହକତା କରି ପ୍ରଥମ ସ୍ତର ଌଗ ଭିତ୍ତିକ ମେଚ ହେବା ପରେ ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇ ଗଲାକୁ ନେଇ ସୁପର ୮ ଖେଲଲା ଯାଇଥିଲା । ସୁପର ୮ରେ ଦୁଇଟି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଲେଖା ଦଳ ଆସି ସେମି ଫାଇନାଲ ଖେଳିଲେ । 



ଯୋଗ୍ୟତା ଅର୍ଜନ  ସମ୍ପାଦନା

ପୂର୍ବ ବିଶ୍ୱ କପ ପରି ଏହି ବିଶ୍ୱ କପରେ ମଧ୍ୟ ୧୦ଟି ଟେଷ୍ଟ ମାନ୍ୟତା ଦଳ ସିଧା ସଳଖ ପ୍ରବେଶ ପାଇଥିବା ବେଳେ ICC ଯୋଗ୍ୟତା ଅର୍ଜନ ପ୍ରତିଯୋଗିତାରେ  ଭାଗ ନେଇଥିବା ୧୬ଟି ଦଳ ମଧ୍ୟରୁ ଶ୍ରେଷ୍ଠ ଦୁଇ ଦଳ ହିସାବରେ ଏଥର ଆଇୟାର୍ଲାଣ୍ଡ ଓ ଆଫଗାନିଷ୍ଠାନ ମୁଖ୍ୟ ବିଶ୍ୱ କପରେ ଭାଗନେଇଥିଲେ । 

Venues ସମ୍ପାଦନା

Pallekele Colombo Hambantota
Pallekele Cricket Stadium R. Premadasa Stadium Mahinda Rajapaksa Stadium
ଫାଇଲ:Pallekele International Cricket Stadium (2).jpg  
Capacity: 35,000 Capacity: 35,000 Capacity: 35,000

ଖେଳ ସୂଚୀ ଓ ଫଳାଫଳ  ସମ୍ପାଦନା

ପ୍ରାରମ୍ଭିକ ଌଗ ସ୍ତରର ୧୨ଟି ମେଚ ସମେତ ୧୨ଟି ସୁପର ୮ , ସେମିଫାଇନାଲ ଓ ଫାଇନାଲ ମିଶି ସମୁଦାୟ ୨୭ଟି ମେଚ ଖେଳା ଯାଇଥିଲା । 

ପ୍ରସ୍ତୁତି ମେଚ  ସମ୍ପାଦନା

ବିଶ୍ୱ କପ ଆରମ୍ଭ ହେବା ଅବ୍ୟବହିତ  ପୂର୍ବରୁ ପ୍ରତିଟି ଦଳକୁ ପରିବେଶ ସହ ଖାପ ଖୁଆଇବାକୁ କିଛି ପ୍ରସ୍ତୁତି ମେଚ ଖେଳିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । 

ଗ୍ରୁପ ସ୍ତର  ସମ୍ପାଦନା

ଗ୍ରୁପ  A ସମ୍ପାଦନା

Team Seed Pld W L NR NRR Pts
  India A2 2 2 0 0 +2.825 4
  England A1 2 1 1 0 +0.650 2
  Afghanistan 2 0 2 0 -3.475 0

ଗ୍ରୁପ B ସମ୍ପାଦନା

Team Seed Pld W L NR NRR Pts
  AustraliaAustralia B1 2 2 0 0 +2.184 4
  West IndiesWest Indies B2 2 0 1 1 -1.855 1
  IrelandIreland 2 0 1 1 -2.092 1

ଗ୍ରୁପ  C ସମ୍ପାଦନା

Team Seed Pld W L NR NRR Pts
  South AfricaSouth Africa C2 2 2 0 0 +3.597 4
  Sri LankaSri Lanka C1 2 1 1 0 +1.852 2
  ZimbabweZimbabwe 2 0 2 0 -3.624 0

ଗ୍ରୁପ  D ସମ୍ପାଦନା

Team Seed Pld W L NR NRR Pts
  PakistanPakistan D1 2 2 0 0 +0.706 4
  New ZealandNew Zealand D2 2 1 1 0 +1.150 2
  BangladeshBangladesh 2 0 2 0 -1.868 0

ସୁପର୮ ସ୍ତର   ସମ୍ପାଦନା

ଗ୍ରୁପ  ସ୍ତରର ମେଚରେ ପ୍ରଥମ ଦୁଇଟି ସ୍ଥାନରେ ଥିବା ଦଳମାନଙ୍କୁ ନେଇ ସୁପର ୮ ପାଇଁ ୮ଟି ଦଳକୁ ନେଇ ପୁଣି ୨ଟି ଗ୍ରୁପ ଗ୍ରୁପ ୧ ଓ ଗ୍ରୁପ ୨ ନାମରେ ୨ଟି ଗଠନ ହେଲା । 

ଗ୍ରୁପ  1 ସମ୍ପାଦନା

Team[୧] Pld W L NR NRR Pts
  Sri LankaSri Lanka 3 3 0 0 +0.998 6
  West IndiesWest Indies 3 2 1 0 -0.375 4
  EnglandEngland 3 1 2 0 -0.397 2
  New ZealandNew Zealand 3 0 3 0 -0.169 0

ଗ୍ରୁପ  2 ସମ୍ପାଦନା

Team[୧] Pld W L NR NRR Pts
  AustraliaAustralia 3 2 1 0 +0.464 4
  PakistanPakistan 3 2 1 0 +0.272 4
  IndiaIndia 3 2 1 0 -0.274 4
  South AfricaSouth Africa 3 0 3 0 -0.421 0

ସେମିଫାଇନାଲ  ସମ୍ପାଦନା

ଫାଇନାଲ  ସମ୍ପାଦନା

ସେମି ଫାଇନାଲ ସ୍ତରରେ ନିଜର ବିଧ୍ୱଂଶୀ ବେଟିଙ୍ଗଦ୍ୱାରା ଅଷ୍ଟ୍ରେଲିଆକୁ ପରାଜିତ କରିଥିବା କ୍ରିଶ ଗେଲ ଫାଇନାଲରେ ମାତ୍ର ୩ ରଣ କରି ଔତ ହେବା ଫଳରେ ୱେଷ୍ଟ ଇଣ୍ଡିଜ ଏକଦା ୧୪ ରଣରେ ଦୁଇ ୱିକେଟ ହରାଇ ଥିବା ପରେ ମରଳନ ସାମୁଏଲ ୫୫ ବଲରେ ୭୮ ରନ କରି ଦଳ ପାଇଁ ପ୍ରତିଯୋଗିତା ମୂଳକ ୧୩୮ ରନ କରି ଶ୍ରୀଲଙ୍କାକୁ ପରାସ୍ତ କଲେ ।ଏହା ୱେଷ୍ଟ ଇଣ୍ଡିଜର ୨୦୦୪ ପରେ ଯେ କୌନଶୀ ସ୍ତର କ୍ରିକେଟରେ  ପ୍ରଥମ ବୃହତ ଟୁର୍ଣାମେଣ୍ଟ ବିଜୟ  ଥିଲା । 

ପରିସଙ୍ଖ୍ୟାଁନ  ସମ୍ପାଦନା

Batting ସମ୍ପାଦନା

Player[୨] Inns Runs Ave SR HS 100 50 4s 6s
  Watson, ShaneShane Watson 6 249 49.80 150.00 7001720000000000000♠72 0 3 19 15
  Jayawardene, MahelaMahela Jayawardene 7 243 40.50 116.26 7001650000000000000♠65* 0 1 29 5
  Samuels, MarlonMarlon Samuels 6 230 38.33 132.94 78 0 3 14 15
  Gayle, ChrisChris Gayle 6 222 44.40 150.00 7001750000000000000♠75* 0 3 19 16
  McCullum, BrendonBrendon McCullum 5 212 42.40 159.39 7002123000000000000♠123* 1 0 20 10

Bowling ସମ୍ପାଦନା

Most Wickets

Player[୩] Inns Wkts Ave Econ BBI SR 4WI 5WI
  Mendis, AjanthaAjantha Mendis 6 15 9.80 9.6 7000612500000000000♠6/8 9.6 1 1
  Watson, ShaneShane Watson 6 11 16.00 7.33 7000303846153846150♠3/26 13.0 0 0
  Starc, MitchellMitchell Starc 6 10 16.40 6.83 7000305000000000000♠3/20 14.4 0 0
  Balaji, LakshmipathyLakshmipathy Balaji 4 9 9.77 7.33 7000305263157894740♠3/19 8.0 0 0
  Ajmal, SaeedSaeed Ajmal 6 9 18.11 6.79 7000410009999999999♠4/30 16.0 1 0
  Narine, SunilSunil Narine 7 9 15.44 5.63 7000311111111111110♠3/9 16.44 0 0

Media coverage ସମ୍ପାଦନା

Country/Territory[୪] TV Radio Internet
  Afghanistan Lemar TV Salaam Wantadar
  Australia Fox Sports

Nine Network (Australia matches & finals only)

foxsports.com.au
  Brunei Darussalam,   Malaysia Astro
  Bangladesh Bangladesh Television Bangladesh Betar espnstar.com
  China,   Hong Kong,   Maldives,     Nepal

  Papua New Guinea,   Singapore

ESPN

Star Sports
Star Cricket

espnstar.com
  Canada Sportsnet Sportsnet World Online
Caribbean, Central America and South America ESPN CMC ESPN3
  Europe excluding the United Kingdom and Ireland Eurosport 2
  India ESPN

STAR Cricket
Doordarshan (India matches only)

All India Radio www.espnstar.com
  Ireland,   United Kingdom Sky Sports BBC

Test Match Sofa (via The Cricketer)

skysports.com
Middle East and North Africa CricOne 89.1 Radio4
  New Zealand Sky TV Radio Sport
Pacific Islands Fiji TV
  Pakistan PTV Home (Terrestrial)

PTV Sports (Cable)
TEN Sports (Cable and IP TV)

PBC

Hum FM
Hot FM (Pakistan matches)

espnstar.com
  Solomon Islands Telkom TV
  Sri Lanka CSN SLBC www.csn.lk Archived 2016-10-02 at the Wayback Machine.
  South Africa SABC

SuperSport

SABC supersport.com
Sub Saharan Africa SuperSport supersport.com
  Tonga Tonga TV
  USA,   Puerto Rico,   Guam,

  Mexico,   Nicaragua and   Panama

ESPN2 (Final only) ESPN3

See also ସମ୍ପାଦନା

  • 2012 ICC Women's World Twenty20

References ସମ୍ପାଦନା