ହିଞ୍ଜିଳି (ବିଧାନ ସଭା ନିର୍ବାଚନମଣ୍ଡଳୀ)/ପରଖ

ହିଞ୍ଜିଳି (କ୍ରମିକ ସଂଖ୍ୟା: ୧୩୧) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ହିଞ୍ଜିଳିକାଟୁ (ବି), ହିଞ୍ଜିଳିକାଟୁ ବ୍ଳକ ଓ ଶେରଗଡ଼ ବ୍ଳକ ।

ହିଞ୍ଜିଳି
ଓଡ଼ିଶା ବିଧାନ ସଭା constituency
ଜିଲ୍ଲାଗଞ୍ଜାମ
ପଞ୍ଚାୟତ ସମିତିହିଞ୍ଜିଳିକାଟୁ, ଶେରଗଡ଼
Electorate୧,୯୦,୩୭୯
Major settlementsହିଞ୍ଜିଳିକାଟୁ
Current constituency
Created୧୯୫୭
ବିଧାୟକନବୀନ ପଟ୍ଟନାୟକ
Partyବିଜୁ ଜନତା ଦଳ
ନିର୍ବାଚନ ମଣ୍ଡଳୀ ସଂଖ୍ୟା୧୩୧
ଲୋକ ସଭା ଆସନଆସିକା

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନବୀନ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ରାଘବ ପରିଡ଼ାଙ୍କଠାରୁ ୬୧,୨୭୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୧]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ବିଜୟୀ ପ୍ରାର୍ଥୀଙ୍କ ଭୋଟଭାଗ [୨]
୨୦୦୯
  
୭୬.୦୪%
୨୦୦୪
  
୭୨.୭୨%
୨୦୦୦
  
୬୫.୩୫%
୧୯୯୫
  
୫୧.୪୦%
୧୯୯୦
  
୪୮.୨୨%
୧୯୮୫
  
୬୫.୧୮%
୧୯୮୦
  
୬୦.୨୪%
୧୯୭୭
  
୫୭.୧୨%

୧୯୫୭ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩] [୪]

  • ୨୦୦୯: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
  • ୨୦୦୪: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
  • ୨୦୦୦: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
  • ୧୯୭୧: ଉଦୟ ନାଥ ନାୟକ (କଂଗ୍ରେସ)
  • ୧୯୯୦: ହରିହର ସାହୁ (ଜନତା ଦଳ)
  • ୧୯୮୫: ଉଦୟ ନାଥ ନାୟକ (କଂଗ୍ରେସ)
  • ୧୯୮୦: ବୃନ୍ଦାବନ ନାୟକ (ଜନତା-ଏସ)
  • ୧୯୭୭: ବୃନ୍ଦାବନ ନାୟକ (କଂଗ୍ରେସ)
  • ୧୯୭୪: ବୃନ୍ଦାବନ ନାୟକ (ଉତ୍କଳ କଂଗ୍ରେସ)
  • ୧୯୭୧: ବୃନ୍ଦାବନ ନାୟକ (ଉତ୍କଳ କଂଗ୍ରେସ)
  • ୧୯୬୭: ବୃନ୍ଦାବନ ନାୟକ (କଂଗ୍ରେସ) ଓ ଉଦୟ ନାଥ ପାଳ (ଜନ କଂଗ୍ରେସ)
  • ୧୯୬୧: ବୃନ୍ଦାବନ ନାୟକ (କଂଗ୍ରେସ)
  • ୧୯୫୭: ବୃନ୍ଦାବନ ନାୟକ (କଂଗ୍ରେସ)

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ହିଞ୍ଜିଳି [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ନବୀନ ପଟ୍ଟନାୟକ ୭୨,୯୪୨ ୭୬.୦୪ -
କଂଗ୍ରେସ ରାଘବ ପରିଡ଼ା ୧୧,୬୬୯ ୧୨.୧୭ -
ଭାଜପା ଦେବାନନ୍ଦ ମହାପାତ୍ର ୭,୩୮୯ ୭.୭ -
style="background-color: ଛାଞ୍ଚ:ସ୍ୱାଧୀନ/meta/color; width: 5px;" | [[ସ୍ୱାଧୀନ|ଛାଞ୍ଚ:ସ୍ୱାଧୀନ/meta/shortname]] ଲକ୍ଷ୍ମୀ ନାରାୟଣ ପଣ୍ଡା ୨,୧୨୯ ୨.୨୨ -
ସମୃଦ୍ଧ ଓଡ଼ିଶା ସୁଶାନ୍ତ ପଣ୍ଡା ୯୭୦ ୧.୦୧ -
ରିସୋପା ଅଭିମନ୍ୟୁ ପାଢ଼ୀ ୮୨୩ ୦.୮୬ -
ଭୋଟ ବ୍ୟବଧାନ ୬୧,୨୭୩ ୬୩.୮୮[a] -
ମତଦାନ ହାର ୯୫,୯୩୮ ୫୦.୩୯ -
ବିଜଦ hold Swing

ଟିପ୍ପଣୀ ସମ୍ପାଦନା

  1. ମୋଟ ବୈଧ ଭୋଟର % ଭାଗ

ଆଧାର ସମ୍ପାଦନା

  1. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  2. "73 - Hinjili Assembly Constituency". eci.nic.in. 2006. Retrieved 23 February 2014. List Of Winning Candidates
  3. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  4. "Hinjili Assembly Constituency, Orissa". Compare Infobase Limited. Retrieved 20 February 2014.
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf