ସୁବର୍ଣ୍ଣ ଚତୁର୍ଭୁଜ

ସୁବର୍ଣ୍ଣ ଚତୁର୍ଭୁଜ, ଏକ ଜାତୀୟ ରାଜପଥ ସମୂହର ଜାଳତନ୍ତ୍ର ( network) ଯାହା ଦେଶର ବାଣିଜ୍ୟ , ଶିଳ୍ପ , ସଂସ୍କୃତିର ମୁଖ୍ୟ ସହର ସବୁକୁ ସଂଯୋଗୀକରଣ କରିଛି । ମୁଖ୍ଯତଃ ମୁମ୍ବାଇ , ଚେନ୍ନାଇ , କଲିକତା ଓ ଦିଲ୍ଲୀକୁ ସଂଯୋଗ ଦେଉଥିବା ଜାତୀୟ ରାଜପଥଗୁଡ଼ିକ ଏକ ଚତୁଷ୍କୋଣ ସଦୃଶ ହେଥିବାରୁ ଏହାକୁ ଏପରି ନାମକରଣା କରାଯାଇଛି ।ଏହି ଚତୁର୍ଭୁଜ ବଳୟରେ ଅହମଦାବାଦ, ବେଙ୍ଗାଲୁରୁ , ଭୁବନେଶ୍ୱର , ଜୟପୁର, କାନପୁର, ପୁନେ , ସୁରାଟ , ନେଲ୍ଲୋର, ବିଜୟୱାଡ଼ାବିଶାଖାପାଟଣା ମଧ୍ୟ ଅନ୍ତଭୁକ୍ତ ।   

ସୁବର୍ଣ୍ଣ ଚତୁର୍ଭୁଜ
"ସୁବର୍ଣ୍ଣ ଚତୁର୍ଭୁଜକୁ ଦର୍ଶାଉଥିବା ଭାରତୀୟ ରାଜପଥ ମାନଚିତ୍ର
Route information
Maintained by NHAI
Length:୫,୮୪୬ km (୩,୬୩୩ mi)
ଦିଲ୍ଲୀ କଲିକତା
Length:୧,୪୫୩ km (୯୦୩ mi)
ମୁଖ୍ୟ
ସଂଯୋଗସ୍ଥଳ :
NH 2
ଦିଲ୍ଲୀମୁମ୍ବାଇ
ଲମ୍ବh:୧,୪୧୯ km (୮୮୨ mi)
Major
junctions:
NH 8, NH 79A, NH 79, NH 76
ମୁମ୍ବାଇ ଚେନ୍ନଇ
Length:୧,୨୯୦ km (୮୦୦ mi)
Major
junctions:
NH 4, NH 7, NH 46
ଚେନ୍ନଇକଲିକତା
Length:୧,୬୮୪ km (୧,୦୪୬ mi)
Major
junctions:
NH 6, NH 60, NH 5
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

A section of the Golden Quadrilateral highway from Chennai – Mumbai phase
NH46: Bengaluru-Chennai section of India's 4-lane Golden Quadrilateral highway
NH5 - another section of India's GQ highway
NH6: Chennai-Kolkata section of the GQ highway
Kolkata-Delhi section of India's GQ highway
NH4: Chennai-Bengaluru section of India's GQ highway near Krishnagiri, Tamil Nadu

ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଦ୍ୱାରା ଆରମ୍ଭ ହେଇଥିବା ଏହି ପ୍ରକଳ୍ପ ଭାରତର ସର୍ବବୃହତ ତଥା ପୃଥିବୀର ପଞ୍ଚମ ଦୀର୍ଘତମ ରାଜପଥ ପ୍ରକଳ୍ପ । [୧]

ଇତିହାସ ଓ ପ୍ରକଳ୍ପ ଖର୍ଚ  ସମ୍ପାଦନା

୬ ଜାନୁଆରୀ ୧୯୯୯ରେ ଏହି ପ୍ରକଳ୍ପର ଶିଳାନ୍ୟାସ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଦ୍ୱାରା କରାଯାଇଥିଲା । .[୨][୩]ଜାନୁଆରୀ ୨୦୧୨ରେ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣତା ଘୋଷିତ ହେଇଥିଲା ।[୪]ନିର୍ମାଣ ଆରମ୍ଭରୁ ମୂଳ ଖର୍ଚର ଆକଳନ ୬୦୦ ବିଲିଅନ ଥିବା ବେଳେ ତାହା ତାହାର ଅର୍ଦ୍ଧେକ ଅର୍ଥ ଖରଚ କରି ସମ୍ପୂର୍ଣ୍ଣ ହେଇଥିଲା । [୫] ୨୦୦୯ ମସିହାରେ ୪ ଲେନ ବିଶିଷ୍ଟ ଏହି ପ୍ରକଳ୍ପକୁ ୬ ଲେନ କରିବାକୁ ନିଷ୍ପତ୍ତି ହେଇଥିଲା .[୬] ଏହି ସଂପ୍ରସାରଣ କାର୍ଯ୍ୟ ବର୍ତ୍ତମାନ ଚାଳୁଛି । [୭]

ଅର୍ଥନୈତିକ ଉପଲବ୍ଧି ସମ୍ପାଦନା

ଏହି ପ୍ରକଳ୍ପର ଅର୍ଥନୈତିକ ଉପଲବ୍ଧି ସବୁ ଏହି ପ୍ରକାର  -

  1. ଦେଶର ମୁଖ୍ୟ ସହର ମାନକ ମଧ୍ୟରେ ପରିବହନର ସୁବିଧା ଯୋଗାଣ
  2. ଭାରତ ଭିତରେ ଲୋକଙ୍କ ପାଇଁ ଉପ୍ପାଦ ଓ ସୁବିଧା ସହଜରେ ଉପଲବ୍ଧ କରେଇବା
  3. ଶିଳ୍ପ ଓ କର୍ମନିଯୁକ୍ତି ପାଇଁ ଛୋଟ ସହରକୁ ସୁବିଧା ପହଞ୍ଚେଇବା
  4. କୃଷି ଜାତ ଦ୍ରବ୍ୟର ପରିବହନ କରି କୃଶକକୁ ସାହାଜ୍ଯ ଦେବା ଓ ଶିଳ୍ପର ଦେଶ ସାରା ବିକାଶ ପାଇଁ ସୁଯୋଗ ଆଣିବା
  5. ନିର୍ମାଣ ବସ୍ତୁ , ଯଥା ସିମେଣ୍ଟ , ଇସ୍ପାତ ଆଦିର ସୁଷମ ବଣ୍ଟନଦ୍ୱାରା ଶିଳ୍ପର ଉନ୍ନତି କରିବା
  6. ଦେଶ ବ୍ୟାପୀ ଟ୍ରକ ପରିବହନକୁ ସୁଗମ କରିବା

ରୁଟ ସମୂହ  ସମ୍ପାଦନା

ସୁବର୍ଣ୍ଣ ଚତୁର୍ଭୁଜ ଯୋଜନାରେ କେବଳ ଜାତୀୟ ରାଜପଥ ଗୁଡିକୁ  ସାମିଲ କରାଯାଇଥିଲା । ଚାରିଟି ସ୍ତର ପାଇଁ ବ୍ୟବହାର ହେଉଥିବା ରାଜପଥଗୁଡ଼ିକ , :

ସୁବର୍ଣ୍ଣ ଚତୁର୍ଭୁଜ ରାଜପଥ  ସହ ସଂଯୁକ୍ତ ମୁଖ୍ୟ ସହର ସବୁ  ସମ୍ପାଦନା

Delhi – Kolkata Kolkata – Chennai Chennai – Mumbai Mumbai – Delhi
  • Chennai
  • Sriperumbudur
  • Kanchipuram
  • Walajapet
  • Ranipet
  • Vellore
  • Pallikonda
  • Ambur
  • Vaniyambadi
  • Krishnagiri
  • Hosur
  • Bengaluru
  • Tumakuru
  • Sira
  • Chitradurga
  • Davangere
  • Ranebennur
  • Hubballi-Dharwad
  • Belagavi
  • Kolhapur
  • Sangli-Miraj
  • Karad
  • Satara
  • Pune
  • Panvel
  • Mumbai
  • Mumbai
  • Silvassa
  • Vapi
  • Valsad
  • Navsari
  • Surat
  • Bharuch
  • Vadodara
  • Ahmedabad
  • Gandhinagar
  • Udaipur
  • Chittaurgarh
  • Ajmer
  • Jaipur
  • Gurgaon
  • Delhi

ବର୍ତ୍ତମାନ ସ୍ଥିତି  ସମ୍ପାଦନା

No. Segment Length Completed Total Length Percent Completed (%) As of (date) Source
1. Delhi-Kolkata 1,453 km (903 mi) 1,453 km (903 mi) 100 31 August 2011 [୨] Archived 2009-08-01 at the Wayback Machine.
2. Chennai-Mumbai 1,290 km (800 mi) 1,290 km (800 mi) 100 31 August 2011 [୩] Archived 2009-08-04 at the Wayback Machine.
3. Kolkata-Chennai 1,684 km (1,046 mi) 1,684 km (1,046 mi) 100 31 May 2013 [୪] Archived 2009-07-23 at the Wayback Machine.
4. Mumbai-Delhi 1,419 km (882 mi) 1,419 km (882 mi) 100 31 August 2011 [୫] Archived 2009-06-28 at the Wayback Machine.
Total 5,846 km (3,633 mi) 5,846 km (3,633 mi) 100 31 May 2013 [୬] Archived 2009-11-29 at the Wayback Machine.

ସୁବର୍ଣ୍ଣ ଚତୁର୍ଭୁଜ ପରିଯୋଜନାର ସମ୍ପୂର୍ଣ୍ଣତା ୨୦୧୨ , ଜାନୁଆରୀ ୭ ତାରିଖରେ ଘୋଷିତ ହେଇଥିଲା । 

NHAI - Archived 2009-11-29 at the Wayback Machine. ର ବର୍ତ୍ତମାନ ସ୍ଥିତି 

ପ୍ରତ୍ୟେକ ରାଜ୍ୟରେ ଦୈର୍ଘ୍ୟ  ସମ୍ପାଦନା

ସମ୍ପୂର୍ଣ୍ଣ୍ଣ ହେଲା ପରେ ସୁବର୍ଣ୍ଣ ଚତୁର୍ଭୁଜ ରାଜପଥ ୧୩ଟି ଭାରତୀୟ ରାଜ୍ୟ ଦେଇ ଯାଉଛି । :

  • Andhra Pradesh – 1,014 km (630 mi)
  • Uttar Pradesh – 756 km (470 mi)
  • Rajasthan – 725 km (450 mi)
  • Karnataka – 623 km (387 mi)
  • Maharashtra – 487 km (303 mi)
  • Gujarat – 485 km (301 mi)
  • Odisha – 440 km (270 mi)
  • West Bengal – 406 km (252 mi)
  • Tamil Nadu – 342 km (213 mi)
  • Bihar – 204 km (127 mi)
  • Jharkhand – 192 km (119 mi)
  • Haryana – 152 km (94 mi)
  • Delhi – 25 km (16 mi)
  • Total – 5,846 km (3,633 mi)

ରେକର୍ଡ ସମୂହ  ସମ୍ପାଦନା

ଅଧିକ ପଠନ  ସମ୍ପାଦନା

ଆଧାର  ସମ୍ପାଦନା

  1. [୧]
  2. "Govt declares Golden Quadrilateral complete". The Indian Express. 7 January 2012.
  3. "National Highways Development Project Map". National Highways Institute of India. Archived from the original on 2016-03-04. Retrieved 2016-10-26.
  4. "Contractors take the sheen off Golden Quadrilateral". The Financial Express. 3 August 2011.
  5. "Contractors take the sheen off Golden Quadrilateral". The Financial Express. 3 August 2011.
  6. Megha Bahree (21 September 2009). "Ambassador: Indian Economy Will Grow". Forbes.
  7. "Hosur-Krishnagiri road project goes to R-Infra". New Delhi: The Hindu. 21 May 2010. p. 1. Archived from the original on 26 May 2010. Retrieved 31 March 2012.

ବାହାର ଲିଙ୍କ  ସମ୍ପାଦନା