[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Gudur
గూడూరు
CountryIndia
StateAndhra Pradesh
Area
 • ସମୁଦାୟ9.42 km2 (3.64 sq mi)
Population
 (2015)[୨]
 • Total୧,୦୭,୩୨୫
 • Density11,000/km2 (30,000/sq mi)
Languages
 • OfficialTelugu
Time zoneUTC+5:30 (IST)
PIN
524 101
Telephone code+91–8624
ଯାନବାହାନ ପଞ୍ଚୀକରଣAP–26
Sex ratio1:1(approx) /
WebsiteGudur Municipality


ଗୁଡୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ନେଲ୍ଲୋରେ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଗୁଡୁର ୧୭.୪୯୧୭ ଉତ୍ତର ଅକ୍ଷାଂଶ ଓ ୭୮.୮୨୩୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁଡୁର ସହରର ମୋଟ ଜନସଂଖ୍ୟା ୬୯୩୦୩ ଅଟେ ।[୪] ସେଥି ମଧ୍ୟରୁ ୪୯.୭୮% ଜଣ ପରୁଷ ହୋଇଥିବା ବେଳେ ୫୦.୨୨% ଜଣ ନାରୀ ଅଟନ୍ତି । ଗୁଡୁରର ସାକ୍ଷରତା ହାର ୬୯.୪୬% ଅଟେ । ଏହା ଜାତୀୟ ହାରଠାରୁ -୪.୬୨% ପ୍ରତିଶତ କମ ଅଟେ । ସେଥିରୁ ୩୭.୮୨% ପ୍ରତିଶତ ପୁରୁଷ ଓ ୩୧.୬୪% ନାରୀ ଅଟନ୍ତି । ୧୦.୫୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ତେଲୁଗୁ ଗୁଡୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Basic Information of Municipality". Municipal Administration & Urban Development Department. Government of Andhra Pradesh. Archived from the original on 7 July 2012. Retrieved 17 June 2015.
  2. "Census 2011". The Registrar General & Census Commissioner, India. Retrieved 20 August 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା