ଦେହରି
ଦେହରି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ରୋହ୍ତସ୍ ଜିଲ୍ଲାରେ ଅବସ୍ଥିତ ।
Dehri On Sone
डेहरी Dehri | |
---|---|
city | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Rohtas |
Government | |
• Type | Nagar Parishad(Municipality) |
• Body | Dehri Nagar Parishad |
Elevation | 52 m (171 ft) |
ଭାଷା | |
• ସରକାରୀ | Hindi, Urdu |
• Others | Bhojpuri, Magahi |
Time zone | UTC5:30 (IST) |
PIN | |
Website | rohtas |
ଭୌଗଳିକ ଅବସ୍ଥିତି
ସମ୍ପାଦନାଦେହରି ୨୫.୪୨୫୩ ଉତ୍ତର ଅକ୍ଷାଂଶ ଓ ୮୩.୮୧୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦେହରି ସହରର ମୋଟ ଜନସଂଖ୍ୟା ୧୧୯୦୦୭ ଅଟେ ।[୨] ସେଥି ମଧ୍ୟରୁ ୫୩.୪୦% ଜଣ ପରୁଷ ହୋଇଥିବା ବେଳେ ୪୬.୬୦% ଜଣ ନାରୀ ଅଟନ୍ତି । ଦେହରିର ସାକ୍ଷରତା ହାର ୬୬.୨୪% ଅଟେ । ଏହା ଜାତୀୟ ହାରଠାରୁ ୧.୪୦% ପ୍ରତିଶତ କମ ଅଟେ । ସେଥିରୁ ୩୯.୫୮% ପ୍ରତିଶତ ପୁରୁଷ ଓ ୨୬.୬୬% ନାରୀ ଅଟନ୍ତି । ୧୫.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ଦେହରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.