ସାସାରାମ
ସାସାରାମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ରୋହ୍ତସ୍ ଜିଲ୍ଲାରେ ଅବସ୍ଥିତ ।
Sasaram
सासाराम | |
---|---|
City | |
Country | India |
State | Bihar |
Region | Shahabad |
Division | Patna Division |
District | Rohtas |
Ward | 40 |
Government | |
• Type | Municipal Council |
• Body | Sasaram Municipality |
• Chairman | Nazia Begum |
Elevation | 150 m (490 ft) |
Population (2014)[୧] | |
• Total | ୧,୪୭,୪୦୮ |
• Rank | 180th |
Demonym | Sasaramite |
Time zone | UTC+5:30 (IST) |
PIN | 821115 |
Telephone code | 91-6184 |
ଯାନବାହାନ ପଞ୍ଚୀକରଣ | BR 24 |
Railway Station | Sasaram Junction |
Website | rohtas |
ଭୌଗଳିକ ଅବସ୍ଥିତି
ସମ୍ପାଦନାସାସାରାମ ୨୪.୯୪୮୭ ଉତ୍ତର ଅକ୍ଷାଂଶ ଓ ୮୪.୦୧୬୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୩୪ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାସାରାମ ସହରର ମୋଟ ଜନସଂଖ୍ୟା ୧୩୧୦୪୨ ଅଟେ ।[୩] ସେଥି ମଧ୍ୟରୁ ୫୩.୧୬% ଜଣ ପରୁଷ ହୋଇଥିବା ବେଳେ ୪୬.୮୪% ଜଣ ନାରୀ ଅଟନ୍ତି । ସାସାରାମର ସାକ୍ଷରତା ହାର ୬୫.୦୯% ଅଟେ । ଏହା ଜାତୀୟ ହାରଠାରୁ -୦.୨୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୦୭% ପ୍ରତିଶତ ପୁରୁଷ ଓ ୨୭.୦୨% ନାରୀ ଅଟନ୍ତି । ୧୫.୫୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ସାସାରାମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.