[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନେଲ୍ଲୋର
నెల్లూరు
Vikrama Simhapuri
Nelluru
ସହର
ଦେଶଭାରତ
ରାଜ୍ୟଆନ୍ଧ୍ର ପ୍ରଦେଶ
RegionCoastal Andhra
ଜିଲ୍ଲାନେଲ୍ଲୋର ଜିଲ୍ଲା
Government
 • TypeMunicipal Corporation
 • BodyNellore Municipal Corporation
Area
 • ସହର194.4 km2 (75.1 sq mi)
Elevation
18 m (59 ft)
Population
 (2011 census)[୧]
 • ସହର୫,୬୫,୨୫୮
 • Rank6
 • Density2,900/km2 (7,500/sq mi)
 • Metro୭,୩୪,୦୧୧
ଭାଷା
 • ସରକାରୀତେଲୁଗୁ, ଉର୍ଦ୍ଦୁ ଭାଷା[୩][୪]
Time zoneUTC+5:30 (IST)
PIN
524001-524007
Telephone code0861
ଯାନବାହାନ ପଞ୍ଚୀକରଣAP 26
Websitewww.nelloremunicipalcorporation.org

ନେଲ୍ଲୋର, ଆନ୍ଧ୍ର ପ୍ରଦେଶର ଏକ ସହର ଓ ନେଲ୍ଲୋର ଜିଲ୍ଲାର ସଦର ମହକୂମା । ନେଲ୍ଲୋର ଆନ୍ଧ୍ରପ୍ରଦେଶର ୪ର୍ଥ ବୃହତମ ସହର। ୧୩ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା "ବିକ୍ରମ ସିଂହପୁରୀ " ନାମରେ ପରିଚିତ ଥିଲା। ନେଲ୍ଲୋର ଆନ୍ଧ୍ରପ୍ରଦେଶର ରାଜଧାନୀଠାରୁ ୨୭୯ କି.ମି. ଦକ୍ଷିଣ ଏବଂ ଚେନ୍ନାଇଠାରୁ ୧୬୮ କି.ମି. ଉତ୍ତରରେ ଚେନ୍ନାଇ-କଲିକତା ଜାତୀୟ ରାଜପଥ ଉପରେ ଅବସ୍ଥିତ। ଏହା ପେନ୍ନା ନଦୀ ଉପକୂଳରେ ଅବସ୍ଥିତ ଯାହା ଧାନ ଓ ମୀନ ପାଇଁ ଜଣାଶୁଣା।

ଭୂଗୋଳ ସମ୍ପାଦନା

ଇତିହାସ ସମ୍ପାଦନା

ପର୍ଯ୍ୟଟନ ସମ୍ପାଦନା

ଆଧାର ସମ୍ପାଦନା

  1. "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 26 March 2012.
  2. "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 26 March 2012.
  3. "Language in India". Language in India. Retrieved 10 November 2011.
  4. The Milli Gazette, OPI, Pharos Media. "Urdu second official language of 5 more districts of AP, The Milli Gazette, Vol. 2 No. 19". Milligazette.com. Retrieved 10 November 2011.{{cite web}}: CS1 maint: multiple names: authors list (link)

ବାହାର ତଥ୍ୟ ସମ୍ପାଦନା