ସାକ୍ଷୀ ଗୋପୀନାଥ

୧୯୭୮ର ଓଡ଼ିଆ କଥାଚିତ୍ର

ସାକ୍ଷୀ ଗୋପୀନାଥ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପି. ସି. ଜେନା । ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଗଣେଶ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସାକ୍ଷୀ ଗୋପୀନାଥ
ନିର୍ଦ୍ଦେଶକଗଣେଶ ମହାପାତ୍ର
ପ୍ରଯୋଜକପି.ସି. ଜେନା
ସଂଳାପବସନ୍ତ ମହାପାତ୍ର
ଚିତ୍ରନାଟ୍ୟବସନ୍ତ ମହାପାତ୍ର
କାହାଣୀଗଣେଶ ମହାପାତ୍ର
ବସନ୍ତ ମହାପାତ୍ର
କଳାକାରଦୁଃଖିରାମ ସ୍ୱାଇଁ
ମାଳା ବୋଷ
ଗ୍ଲୋରିଆ ମହାନ୍ତି
କେଦାର ଗୁରୁ
ଜର୍ଜ ତିଆଡ଼ି
ପଦ୍ମା ଖାନ୍ନା
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣଦିଲୀପ ଦତ୍ତ
ମୁକ୍ତିଲାଭ ତାରିଖ
୧୯୭୮
କଥାଚିତ୍ରର ସମୟ
୧୧୪ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଦୁଃଖିରାମ ସ୍ୱାଇଁ, ମାଳା ବୋଷ, ଗ୍ଲୋରିଆ ମହାନ୍ତି, କେଦାର ଗୁରୁ, ଜର୍ଜ ତିଆଡ଼ି, ପଦ୍ମା ଖାନ୍ନା, ଭୋଳାନାଥ, ପ୍ରଦୀପ, ରୁକ୍ମଣୀ, ଗଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥସୁରେନ୍ଦ୍ର ବିଦ୍ୟାଧର, ବସନ୍ତ ମହାପାତ୍ର, ଗଣେଶ ମହାପାତ୍ର, କାଳୀଚରଣ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମନ୍ନା ଦେ, ଚିତ୍ତ ଜେନା, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାରସମ୍ପାଦନ କରନ୍ତୁ