ଚନ୍ଦ୍ରମାଧବ ମିଶ୍ର

ଓଡ଼ିଆ ରାଜନୀତିଜ୍ଞ
(ଚନ୍ଦ୍ର ମାଧବ ମିଶ୍ରରୁ ଲେଉଟି ଆସିଛି)

ଚନ୍ଦ୍ରମାଧବ ମିଶ୍ର (ଜନ୍ମ: ୨୫ ସେପ୍ଟେମ୍ବର ୧୯୨୩ - ୨୯ ଜୁନ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚନ୍ଦ୍ରମାଧବ ମିଶ୍ର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀରବୀନ୍ଦ୍ର କୁମାର ଦାସ
ପର ଅଧିକାରୀପ୍ରସାଦ କୁମାର ହରିଚନ୍ଦନ
ନିର୍ବାଚନ ମଣ୍ଡଳୀସତ୍ୟବାଦୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଗଙ୍ଗାଧର ମହାପାତ୍ର
ପର ଅଧିକାରୀରବୀନ୍ଦ୍ର କୁମାର ଦାସ
ନିର୍ବାଚନ ମଣ୍ଡଳୀସତ୍ୟବାଦୀ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଗଙ୍ଗାଧର ମହାପାତ୍ର
ପର ଅଧିକାରୀଗଙ୍ଗାଧର ମହାପାତ୍ର
ନିର୍ବାଚନ ମଣ୍ଡଳୀସତ୍ୟବାଦୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-09-25)୨୫ ସେପ୍ଟେମ୍ବର ୧୯୨୩
ମୃତ୍ୟୁ୨୯ ଜୁନ ୨୦୧୨(2012-06-29) (ବୟସ ୮୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀଚନ୍ଦ୍ରପ୍ରଭା ଦେବୀ
ବାପା/ବୋଉଲକ୍ଷ୍ମଣ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଚନ୍ଦ୍ରମାଧବ ମିଶ୍ର ୧୯୨୩ ମସିହାର ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ମିଶ୍ର ଓ ପତ୍ନୀଙ୍କ ନାମ ଚନ୍ଦ୍ରପ୍ରଭା ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଚନ୍ଦ୍ରମାଧବ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ସତ୍ୟବାଦୀ ସ୍ୱାଧୀନ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ସତ୍ୟବାଦୀ ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ସତ୍ୟବାଦୀ ଜନତା ଦଳ

ମୃତ୍ୟୁ ସମ୍ପାଦନା

ଚନ୍ଦ୍ରମାଧବ ୨୦୧୨ ମସିହାର ଜୁନ ୨୯ ତାରିଖରେ ୮୮ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Chandramadhab Mishra". odishaassembly.nic.in. Odisha Assembly. Retrieved 31 March 2021.