ସତ୍ୟବାଦୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(ସତ୍ୟବାଦୀ (ବିଧାନସଭା ନିର୍ବାଚନମଣ୍ଡଳୀ)ରୁ ଲେଉଟି ଆସିଛି)
ସତ୍ୟବାଦୀ (କ୍ରମିକ ସଂଖ୍ୟା: ୧୦୯) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସତ୍ୟବାଦୀ ବ୍ଳକ ଓ କଣାସ ବ୍ଳକ ।[୨][୩]
ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୧,୭୩୦ |
ଜିଲ୍ଲା: | ପୁରୀ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଉମାବଲ୍ଲଭ ସାମନ୍ତରାୟ ବିଜୁ ଜନତା ଦଳ ପ୍ରାର୍ଥୀ ରମାରଞ୍ଜନ ବଳିୟାର ସିଂଙ୍କଠାରୁ ୧୫୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରସାଦ କୁମାର ହରିଚନ୍ଦନ, ବିଜୁ ଜନତା ଦଳ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୮,୨୮୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ସତ୍ୟବାଦୀ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ପ୍ରସାଦ କୁମାର ହରିଚନ୍ଦନ | ୪୪,୮୬୨ | ୩୫.୫୬ | - | |
ବିଜଦ | ଉମାକାନ୍ତ ସାମନ୍ତରାୟ | ୩୬,୫୮୨ | ୨୯.୦୦ | - | |
ସ୍ୱାଧୀନ | ରାମ ରଞ୍ଜନ ବଳିଆରସିଂହ | ୩୧,୯୮୭ | ୨୫.୩୫ | - | |
ଭାଜପା | କୃଷ୍ଣ ଚନ୍ଦ୍ର ଜଗଦେବ | ୭,୯୧୪ | ୬.୨୭ | - | |
ବସପା | ଅଶ୍ୱିନୀ ନନ୍ଦ | ୧,୩୩୧ | ୧.୦୫ | - | |
ସ୍ୱାଧୀନ | ଲକ୍ଷ୍ମୀନାରାୟଣ ମିଶ୍ର | ୮୦୩ | ୦.୬୪ | - | |
ଏଜେଏସୟୁ ପାର୍ଟି | ମାନସ ରଞ୍ଜନ ପାତ୍ର | ୫୨୬ | ୦.୪୨ | - | |
ସିପିଆଇ(ମାଲେ) ଲିବରେସନ | ଯୁଧିଷ୍ଠିର ମହାପାତ୍ର | ୪୯୭ | ୦.୩୯ | - | |
ରିସୋପା | ପ୍ରସନ୍ନ ବେହେରା | ୪୯୦ | ୦.୩୯ | - | |
ସମୃଦ୍ଧ ଓଡ଼ିଶା | ସତ୍ୟ ନାରାୟଣ ପଟ୍ଟନାୟକ | ୪୭୮ | ୦.୩୮ | - | |
ସ୍ୱାଧୀନ | ସୁକାନ୍ତ କିଶୋର ସାମନ୍ତରାୟ | ୪୦୧ | ୦.୩୨ | - | |
ସ୍ୱାଧୀନ | ଗୋବିନ୍ଦ ଚନ୍ଦ୍ର ମହାପାତ୍ର | ୨୯୪ | ୦.୨୩ | - | |
ଭୋଟ ବ୍ୟବଧାନ | ୮,୨୮୦ | ୬.୫୬* | - | ||
ମତଦାନ ହାର | ୧,୨୬,୧୬୫ | ୭୦.୯୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ଓମ ପ୍ରକାଶ ମିଶ୍ର (ବିଜେପି)
- ୨୦୧୯: ଉମାକାନ୍ତ ସାମନ୍ତରାୟ (ବିଜେଡି)
- ୨୦୧୪: ଉମାକାନ୍ତ ସାମନ୍ତରାୟ (ସ୍ୱାଧୀନ)
- ୨୦୦୯: (୧୦୯): ପ୍ରସାଦ କୁମାର ହରିଚନ୍ଦନ (କଂଗ୍ରେସ)
- ୨୦୦୪: (୫୫): ରମାରଞ୍ଜନ ବଳିଆରସିଂହ (ସ୍ୱାଧୀନ)
- ୨୦୦୦: (୫୫): ପ୍ରସାଦ କୁମାର ହରିଚନ୍ଦନ (କଂଗ୍ରେସ)
- ୧୯୯୫: (୫୫): ପ୍ରସାଦ କୁମାର ହରିଚନ୍ଦନ (କଂଗ୍ରେସ)
- ୧୯୯୦: (୫୫): ଚନ୍ଦ୍ର ମାଧବ ମିଶ୍ର (ଜନତା ଦଳ)
- ୧୯୮୫: (୫୫): ରବୀନ୍ଦ୍ର କୁମାର ଦାସ (ଜନତା)
- ୧୯୮୦: (୫୫): ରବୀନ୍ଦ୍ର କୁମାର ଦାସ (କଂଗ୍ରେସ-ଇ)
- ୧୯୭୭: (୫୫): ଚନ୍ଦ୍ର ମାଧବ ମିଶ୍ର (ଜନତା)
- ୧୯୭୪: (୫୫): ଗଙ୍ଗାଧର ମହାପାତ୍ର (କଂଗ୍ରେସ)
- ୧୯୭୧: (୫୧): ଚନ୍ଦ୍ର ମାଧବ ମିଶ୍ର (ସ୍ୱାଧୀନ)
- ୧୯୬୭: (୫୧):ଗଙ୍ଗାଧର ମହାପାତ୍ର (କଂଗ୍ରେସ)
- ୧୯୬୧: (୯୨): ରାଜରାଜ ଦେବ (ଗଣ ପରିଷଦ)
- ୧୯୫୭: (୬୪): ନୀଳକଣ୍ଠ ଦାସ (କଂଗ୍ରେସ)
- ୧୯୫୧: (୮୪): ନୀଳକଣ୍ଠ ଦାସ (ସ୍ୱାଧୀନ)
ଆଧାର
ସମ୍ପାଦନା- ↑ "Satyabadi Assembly Election 2009, Orissa". empoweringindia.org. 2013. Archived from the original on 15 April 2014. Retrieved 18 June 2013.
Constituency: Satyabadi (109) District : Puri
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
8280
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 55-Satyabadi Constituency of ORISSA". eci.nic.in. 2006. Retrieved 18 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf