ଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)
୧୯୫୦ର ଓଡ଼ିଆ କଥାଚିତ୍ର
ଶ୍ରୀ ଜଗନ୍ନାଥ - ୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର । ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର (ମୁକ୍ତିଲାଭ ଅନୁସାରେ) । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି କଥାଚିତ୍ରଟି ଆଧାରିତ ହୋଇଥିଲା ।
ଶ୍ରୀ ଜଗନ୍ନାଥ | |
---|---|
ନିର୍ଦ୍ଦେଶକ | ଚିତ୍ତରଞ୍ଜନ ମିତ୍ର |
ପ୍ରଯୋଜକ | ସୁରେନ୍ଦ୍ର କୁମାର ଦାସ |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ |
କାହାଣୀ | ଅଶ୍ୱିନୀ କୁମାର ଘୋଷ |
କଳାକାର | ଗୋପାଳ ଘୋଷ, ଗ୍ଲୋରିଆ ମହାନ୍ତି |
ସଙ୍ଗୀତ | ବାଳକୃଷ୍ଣ ଦାସ, ରଣଜିତ ରାୟ |
ମୁକ୍ତିଲାଭ ତାରିଖ | ୨ ଫେବୃଆରୀ ୧୯୫୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ପ୍ରାୟ ୪,୦୦,୦୦୦ ଟଂକା[୧] |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଶ୍ରୀ ଜଗନ୍ନାଥ’ରେ ଅଭିନୟ କରିଥିବା କଳାକାର ହେଲେ:
- ଗୋପାଳ ଚନ୍ଦ୍ର ଘୋଷ
- ଗ୍ଳୋରିଆ ମହାନ୍ତି
- ଚପଳା ନାୟକ
- ରାମଚନ୍ଦ୍ର ମାଣିଆ
- ଖଗେନ୍ଦ୍ର ନାଥ ମିତ୍ର
- ସାମୁଏଲ ସାହୁ(ବାବି)
- ଭୀମ ସିଂହ
ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୭୧.
{{cite book}}
: CS1 maint: location (link) - ↑ Palit, Ashok. "Odisha: Actress, director Parvati Ghosh reacts against wrong information over film KAA, STREE". Orissadiary. Archived from the original on 5 March 2016. Retrieved 17 December 2015.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀ ଜଗନ୍ନାଥ
- odiamoviedatabase