ଶଂଖ ମହୁରୀ

୧୯୭୮ର ଓଡ଼ିଆ କଥାଚିତ୍ର

ଅକ୍ଷୟ ମହାନ୍ତି କାଶ୍ୟପଆର୍. ଜି. ଗୋପଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଶଙ୍ଖ ମହୂରୀ [୧] ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା ।

ଶଙ୍ଖ ମହୂରୀ
ନିର୍ଦ୍ଦେଶକଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ
ଚିତ୍ରନାଟ୍ୟଅକ୍ଷୟ ମହାନ୍ତି କାଶ୍ୟପ
କାହାଣୀବଳରାମ ମିଶ୍ର
କଳାକାରଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯ ସେପ୍ଟେମ୍ବର୧୯୭୮
କଥାଚିତ୍ରର ସମୟ
୧୩୬ ମିନଟ
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨ଲକ୍ଷ ୪୨ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ଶଙ୍ଖ ମହୂରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ

  1. ଇଣ୍ଟରନେଟ ମୁଭି ଡାଟାବେସରେ ଶଂଖ ମହୁରୀ