ଲକ୍ଷ୍ମଣନାଥ
ଲକ୍ଷ୍ମଣନାଥ ଓଡ଼ିଶାର ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲରେ ଥିବା ଏକ ଗାଆଁ ।
ଲକ୍ଷ୍ମଣନାଥ | |
---|---|
ଗାଆଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର ଜିଲ୍ଲା |
ତହସିଲ | ଜଳେଶ୍ୱର |
Time zone | IST (+୫.୩୦) |
Area code | +୦୬୭** |
ଯାନବାହାନ ପଞ୍ଚୀକରଣ | OR/01 |
ଭୌଗଳିକ ଅବସ୍ଥାନ
ସମ୍ପାଦନାଏହାର ଅକ୍ଷାଂଶ ୨୧° ୫୦′ ୩୨.୭୧″ ଉତ୍ତର ଓ ଦ୍ରାଘିମା ୮୭° ୧୩′ ୧୧.୧୫″ ପୂର୍ବ । ଏହା ବାଲେଶ୍ୱରଠାରୁ ୪୮ କି.ମି. ଦୂରରେ ଓ ରାଜଧାନୀ ଭୁବନେଶ୍ୱରଠାରୁ ୨୨୩ କି.ମି. ଦୂରରେ ଅବସ୍ଥିତ ।[୧]
ପାଖ ଗାଆଁ ଓ ସହର
ସମ୍ପାଦନା- ବସ୍ତା (ବାଲେଶ୍ୱର) (୧୨.୯ କି.ମି.)
- ବାଲିଆପାଳ (୧୫.୮ କି.ମି.)
- ଭୋଗରାଇ (୨୦ କି.ମି.)[୧]
ପର୍ଯ୍ୟଟନ
ସମ୍ପାଦନା- ରାଇବଣିଆ ଦୁର୍ଗ: ଏହା ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ନିର୍ମିତ ଏକ ପୁରାତନ ଦୁର୍ଗ ଯାହା ବଙ୍ଗବାସୀ ମୁସଲମାନ ଆକ୍ରମଣକାରୀଙ୍କ କବଳରୁ ଓଡ଼ିଶାକୁ ରକ୍ଷାକରିବାରେ ସହାୟକ ହେଉଥିଲା ।ଏହା ଲକ୍ଷ୍ମଣନାଥ ରେଳ ଷ୍ଟେସନଠାରୁ ସଡ଼କ ପଥରେ ୧୮ କି.ମି. ଦୂରରେ ଅବସ୍ଥିତ । ମୋହାସୟ ଗଡ଼ [୨]
ପର୍ବପର୍ବାଣି
ସମ୍ପାଦନାଏଠାକାର ଦୁର୍ଗା ପୂଜା ଓଡ଼ିଶା ବିଖ୍ୟାତ ।
ବ୍ୟାଙ୍କ
ସମ୍ପାଦନାଶିକ୍ଷାନୁଷ୍ଠାନ
ସମ୍ପାଦନା- ଲକ୍ଷ୍ମଣନାଥ ହାଇସ୍କୁଲ: ଏହା ଏକ ପୁରୁଣା ବିଦ୍ୟାଳୟ ଓ ସେତେବେଳର ଉତ୍ତର ବାଲେଶ୍ୱରର ଏକମାତ୍ର ବିଦ୍ୟାଳୟ ଥିଲା । ଏଠାରୁ ମନୋଜ ଦାସଙ୍କ ଭଳି ଅନେକ ସୁପରିଚିତ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।[୩]
- ସେଣ୍ଟ ଜେମ୍ସ କନଭେଣ୍ଟ ସ୍କୁଲ
- ପଞ୍ଚାୟତ ହାଇ ସ୍କୁଲ
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Lakhannath Village
- ↑ Tourist Places. ବାଲେଶ୍ୱର ଜିଲ୍ଲା ପୋର୍ଟାଲ
- ↑ ଭୂପେନ ମହାପାତ୍ର. ନଇ ସେ ପାଖର ଗାଁ, ମନୋଜ ବାବୁଙ୍କ ନାଁ