ମା' ଖୋଜେ ମମତା
୨୦୧୧ର ଓଡ଼ିଆ କଥାଚିତ୍ର
ମା' ଖୋଜେ ମମତା, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବଜରଙ୍ଗ ବଂଶଲ । କ୍ଷମାନିଧି ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ବେହେରା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମା' ଖୋଜେ ମମତା | |
---|---|
ନିର୍ଦ୍ଦେଶକ | କ୍ଷମାନିଧି ମିଶ୍ର |
ପ୍ରଯୋଜକ | ବଜରଙ୍ଗ ବଂଶଲ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | କ୍ଷମାନିଧି ମିଶ୍ର |
କାହାଣୀ | କ୍ଷମାନିଧି ମିଶ୍ର |
କଳାକାର | ଲୋକେଶ ଦିୱାଙ୍ଗ୍, ରାଲି ନନ୍ଦ, ବବି ମିଶ୍ର, ମିହିର ଦାସ, ଜୟୀରାମ ସାମଲ |
ସଙ୍ଗୀତ | ପ୍ରଫୁଲ୍ଲ ବେହେରା |
ସମ୍ପାଦକ | ଶ୍ରୀମନ୍ତ ବାରିକ |
ମୁକ୍ତିଲାଭ ତାରିଖ | ୧୬ ସେପ୍ଟେମ୍ବର ୨୦୧୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋକେଶ ଦିୱାଙ୍ଗ୍ ଏବଂ ରାଲି ନନ୍ଦ । ବବି ମିଶ୍ର, ମିହିର ଦାସ, ଜୟୀରାମ ସାମଲ, ସୁଧାଂଶୁ ଦିବେଦୀ, ଶକ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ ବେହେରା । ପଞ୍ଚାନନ ନାୟକ, ନିଜାମ୍, ଅରୁଣ ମନ୍ତ୍ରୀ, ଜତୀନ୍ଦ୍ର ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ମୋ ଛାତିରେ ମୋ ନାଁ" | |
2. | "ମୋତେ ଛୁଁ ନାଇଁ" | |
3. | "ମଇନା ମଜୁର" | |
4. | "ମା ଖୋଜେ ମମତା" | |
5. | "କିଏ ହେବ ବାପା ମା ପରି" | |
6. | "କାହା ଦିଲ୍ରେ କରିବୁ ଇନ୍" | |
7. | "ଶୋଇଯାରେ ଗେହ୍ଲା ପୁଅ" | |
8. | "ବୁଢ଼ି ଠୁ ବଡ଼" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Maa Khoje Mamata". Incredible Orissa. 31 August 2011. Retrieved 24 November 2017.
- ↑ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମା' ଖୋଜେ ମମତା